Only for Entertainment

ପିଶାଚ ଭଳି ନଜର ଆସିଲେ ରଣବୀର ସିଂ, ଫଟୋ ଦେଖିଲେ ହୋଇଯିବେ ଭୟଭୀତ !

91

ଅଭିନେତା ରଣବୀର ସିଂ ନିଜ ନିଆରା ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତାଙ୍କର ଏହି ଅନ୍ଦାଜ ସମସ୍ତଙ୍କ ଠାରୁ ଅଲଗା ବାରି ହୋଇଯାଏ । ରଣବୀର ଈଣ୍ଡଷ୍ଟ୍ରିରେ ଆସିବା ଦିନ ଠାରୁ ହିଁ ଅଜବ-ଗଜବ ଅନ୍ଦଜାରେ ନଜର ଆସନ୍ତି । କିନ୍ତୁ ଏଠାରେ ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ସେ ପିଲାଦିନରୁ ହିଁ ଏଭଳି କରି ଆସିଛନ୍ତି ।

ଅସଲରେ ରଣବୀର ସିଂ ନିଜ ଇନଷ୍ଟାଗ୍ରାମ ଅକାଉଂଟରେ ପିଲା ଦିନର ଏକ ଫଟୋ ଶେୟାର କରିଛନ୍ତି । ଫଟୋରେ ସେ ଡରାଉଥିବାର ନଜର ଆସିଛନ୍ତି । ଯେଉଁଥିରେ ସେ ମୁହଁରେ ଦୁଇଟି ନକଲି ଦାନ୍ତ ଲଗାଇ ହାତକୁ କାନ ପାଖକୁ ନେଇ ଭାମ୍ପାୟର ଭଳି ଡରାଉଥିବାର ,ନଜର ଆସିଛନ୍ତି । ଏହି ଫଟୋରେ ସେ ଖୁବ କ୍ୟୁଟ ନଜର ଆସିଛନ୍ତି । ରଣବୀରଙ୍କ ଏହି ଫଟୋକୁ ଫ୍ୟାନ୍ସମାନେ ଖୁବ ପସନ୍ଦ କରିଛନ୍ତି ।

 

View this post on Instagram

 

?

A post shared by Ranveer Singh (@ranveersingh) on

ଏଠାରେ ଆମେ କହି ରଖୁଛୁ ୨୦୧୦ରେ ରଣବୀର ସିଂ ‘ବ୍ୟାଣ୍ଡ ବାଜା ବାରତ’ଫିଲ୍ମରେ ଡେବ୍ୟୁ କରିଥିଲେ, ଯେଉଁଥିରେ ତାଙ୍କ ବିପକ୍ଷରେ ନଜର ଆସିଥିଲେ ଅନୁଷ୍କା ଶର୍ମା । ଏହି ଫିଲ୍ମ ପରେ ସେ କଠିନ ପରିଶ୍ରମରେ ବଲିଉଡରେ ସେ ଏବେ ଲୋକପ୍ରିୟ ହିରୋ ଅଟନ୍ତି । ନିକଟରେ ସେ ତାଙ୍କ ଆଗାମୀ ଫିଲ୍ମ ୮୩ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More