Only for Entertainment

କେବେ ଫିଲ୍ମରେ ପ୍ରବେଶ କରିବେ ତୈମୁର? ଜାଣନ୍ତୁ କ’ଣ କହିଲେ କରୀନା ।

youtube
25

ସୋସିଆଲ ମିଡିଆରେ ସେଲିବ୍ରେଟୀଙ୍କ ଅପେକ୍ଷା କରୀନା ଏବଂ ସୈଫଙ୍କ ପୁଅ ତୈମୁର ଅଧିକ ଚର୍ଚ୍ଚାରେ । ତାଙ୍କର ଫ୍ୟାନ ଫଲୋଇଙ୍ଗ ମଧ୍ୟ ଯଥେଷ୍ଟ ଅଧିକ । ତେଣୁ ପ୍ରତିିଦିନ ସୋସିଆଲ ମିଡିଆରେ ତୈମୁରଙ୍କ ଲାଟେଷ୍ଟ ଫଟୋ ଦେଖିôବାକୁ ମିଳେ । ତୈମୁର ଏବେ ଏତେ ଚର୍ଚ୍ଚାରେଯେ ତାଙ୍କ ଭଳି କଣ୍ଢେଇ ମଧ୍ୟ ଏବେ ବଜାରରେ ବିକ୍ରି ହେବା ଆରମ୍ଭ ହୋଇଗଲାଣି । ତେବେ ତୈମୁର କେବେ ଫିଲ୍ମରେ ପ୍ରବେଶ କରିବେ ଏହାକୁ ନେଇ ଉତ୍ତର ଦେଇଛନ୍ତି କରୀନା ।

 

View this post on Instagram

 

A post shared by Kareena Kapoor Khan (@therealkareenakapoor) on

 

View this post on Instagram

 

Taimur 2nd birthday ??#familylove? @poonamdamania

A post shared by Kareena Kapoor Khan (@therealkareenakapoor) on

 

View this post on Instagram

 

?

A post shared by Kareena Kapoor Khan (@therealkareenakapoor) on

ବାସ୍ତବରେ କରୀନା ୧୭ ବର୍ଷ ବୟସରେ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ । ଇଣ୍ଡଷ୍ଟ୍ରିରେ ତାଙ୍କର ୧୮ ବର୍ଷ ପୂରିଗଲାଣି,ତେବେ ଏକ କଥାକୁ ନେଇ ସେ ଆଜି ମଧ୍ୟ ପଶ୍ଚାତାପ କରୁଛନ୍ତି । କାରଣ ଖୁବଶୀଘ୍ର ପାଠ ପଢା ଛାଡ଼ି ଦେଇଥିଲେ କରୀନା । କିନ୍ତୁ ପ୍ରଥମେ ପଢା ଶେଷ କରି ବିଳମ୍ବରେ ଫିଲ୍ମରେ ପ୍ରବେଶ କରିଥିଲେ ଭଲ ହୋଇଥାନ୍ତା ବୋଲି କହିଛନ୍ତି ଏହି ଅଭିନେତ୍ରୀ । ତେବେ ତୈମୁରଙ୍କୁ ମଧ୍ୟ ସେ ଅଧିକ ପଢିବା ପାଇଁ କହିବେ । ଏହାପରେ ଯାଇ ସେ ଫିଲ୍ମରେ ପ୍ରବେଶ କରିବେ ବୋଲି କରୀନା କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More