Only for Entertainment

ବିଗବସ ସିଜନ ୧୩ର ପ୍ରମୋରେ ଷ୍ଟେସନ ମାଷ୍ଟର ଭାବରେ ନଜର ଆସିଲେ ସଲମାନ

aajtak
37

ବିଗବସର ହୋଷ୍ଟ ସଲମାନଙ୍କୁ ସମସ୍ତ ସିଜନରେ ଭିନ୍ନ ଭିନ୍ନ ଅବତାରରେ ଦେଖିବାକୁ ମିଳେ । ଏହାର ପୂର୍ବ ସିଜନ ବା ସିଜନ ୧୨ରେ ପାଏଲଟ, ପଡ଼ୋଶୀ ଏବଂ ଗାୟକ ଭାବରେ ନଜର ଆସିଥିଲେ ଦବଙ୍ଗ ଖାନ । ଖବର ଅନୁସାରେ ଜୟପୁର ଯିବା ପୂର୍ବରୁ ସଲମାନ ବିଗବସର ୪ଟି ପ୍ରମୋ ସୁଟ କରିଛନ୍ତି ।

ମୁମ୍ବାଇ ମିରରର ଖବର ଅନୁସାରେ ସଲମାନ ପ୍ରମୋ ପାଇଁ ଷ୍ଟେସନ ମାଷ୍ଟର ଭଳି ଆଉଟଫିଟ ପିନ୍ଧିଛନ୍ତି । ପ୍ରମୋରେ ସେ କ୍ୟାବିନରେ ବସିଛନ୍ତି ଯାହା ନିକଟରେ ଯାଉଥିବା ଟ୍ରେନ ଝଟକାରେ ହଲୁଛି । ସଲମାନ ଏହାର କନ୍ସେପ୍ଟ କହି ଜଣାଉଛନ୍ତିଯେ ଏହା ପୂର୍ବ ସିଜନ ଅପେକ୍ଷା ଶାନ୍ତ ରହିବ ।

 

 

View this post on Instagram

 

#BiggBoss13 Coming Soon ! #SalmanKhan #BB13 @beingsalmankhan @colorstv

A post shared by SALMAN KHAN TeaM (@beingsalmankhanteam) on

ବିଗବସ ୧୩ ପ୍ରମୋ ସୁଟରେ ସଲମାନଙ୍କ ସହିତ ନାଗିନ ଥ୍ରି ଲିଡ ଅଭିନେତ୍ରୀ ସୁରଭି ଜ୍ୟୋତି ଏବଂ ଟିଭି ଆକ୍ଟର କରଣ ବାହି ମଧ୍ୟ ନଜର ଆସିବେ । ଭିଡ଼ିଓରେ ସଲମାନ ସୁରଭିଙ୍କ ସହିତ ଫ୍ଲର୍ଟ କରୁଥିବାର ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More