Only for Entertainment

ସପନା ଚୌଧୁରୀଙ୍କ ଭାଇ ଟିକଟକରେ କଲେ ଅଶ୍ଳୀଳ ଇଙ୍ଗିତ, ଟ୍ରୋଲର ଶିକାର ହେଲେ ସପନା !

116

ହରିୟାଣା ଡାନ୍ସର ସପନା କିଛି ଦିନ ହେବ ଖୁବ ଚର୍ଚ୍ଚାରେ ରହିଛନ୍ତି । ସପନା ନିଜର ଧମାକାଦାର ଡାନ୍ସ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି , ମାତ୍ର ଏଥର ଚର୍ଚ୍ଚାର କାରଣ କିଛି ଭିନ୍ନ । ହରିୟାଣୀ ଡ଼୍ୟାନ୍ସର ସପ୍ନା ଚୌଧୁରୀ ଟ୍ରୋଲର ଶିକାର ହୋଇଛନ୍ତି । ସପ୍ନା ତାଙ୍କ ଇଂଷ୍ଟାଗ୍ରାମ ଅକାଉଂଟରେ ଏକ ଭିଡ଼ିଓ ସେୟାର କରିଛନ୍ତି ଯେଉଁଥିରେ ସପ୍ନାଙ୍କ ଭାଇ ଅଶ୍ଳୀଳ ଇଙ୍ଗିତ କରୁଥିବା ଦେଖିବାକୁ ମିଳିଛି । ଯେଉଁଠି ଭାଇ ଭଉଣୀଙ୍କ ସମ୍ପର୍କ ଖୁବ ପବିତ୍ର , ସେଠାରେ ଭଉଣୀ ସାମ୍ନାରେ ଭାଇକୁ ଏସବୁ କରିବାକୁ କିପରି ଲାଜ ଲାଗିଲା ନାହିଁ ବୋଲି ୟୁଜର୍ସ କହିଛନ୍ତି ।

 

View this post on Instagram

 

#sapnachoudhary #sapnachaudhary #tiktok

A post shared by DESI QUEEN ?? (@isapnachaudhary) on


ସପ୍ନାଙ୍କ ଭାଇଙ୍କ ଏପରି କାମକୁ ନେଇ ୟୁଜର୍ସ ସପ୍ନାଙ୍କୁ କଟାକ୍ଷ କରିଛନ୍ତି । ଭିଡି଼ଓର ଆରମ୍ଭରୁ ସପ୍ନାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଏପରିକି ୟୁଜର୍ସ କହିଛନ୍ତି ଟଙ୍କା ମଣିଷକୁ କେତେ ବଦଳାଇ ଦିଏ । ୟୁଜର୍ସଙ୍କ କଟାକ୍ଷର କୌଣସି ପ୍ରତି ଉତ୍ତର ଦେଇନାହାନ୍ତି ସପ୍ନା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More