Only for Entertainment

ସମୂଦ୍ରରେ ଇଂଟିମେଂଟ ହେଲେ ଫରହାନ-ଶିବାନୀ ।

bollywood tadka
241

ବଲିଉଡ ଆକ୍ଟର ଫରହାନ ଅଖତର ଏବେ ଶିବାନୀଙ୍କ ସହିତ ଲଭ ଲାଇଫକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଦୁଇଜଣ ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ପ୍ରେମ ଦେଖାଇଥାନ୍ତି । ଏହି ମଧ୍ୟରେ ଦୁଇଜଣଙ୍କର ଏକ ଫଟୋ ଭାଇରାଲ ହେଉଛି । ଫଟୋରେ ଫରହାନ ଏବଂ ଶିବାନୀ ଖୁବ ବୋଲ୍ଡ ଭାବରେ ନଜର ଆସିଛନ୍ତି । ଏହି ଫଟୋରେ ସମୂଦ୍ର କୂଳରେ ଉଠାଯାଇଛି । ଯେଉଁଥିରେ ଦୁଇଜଣ ଖୁବ ମସ୍ତୀ କରୁଥିବାର ନଜର ଆସିଛନ୍ତି ।

ଦୁଇଜଣ ପ୍ରାୟ ସମୟରେ ରୋମାଂଟିକ ଫଟୋ ଶେୟାର କରିଥାନ୍ତି । ଫ୍ୟାନ୍ସ ଏହି ଯୋଡ଼ିକୁ ଖୁବ ପସନ୍ଦ କରୁଛନ୍ତି ଏବଂ ଏମାନଙ୍କ ବିବାହକୁ ଖୁବ ଉତ୍ସାହର ସହିତ ଚାହିଁ କସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More