Only for Entertainment

ଘର ବାଡ଼ିରୁ ବାଇଗଣ ତୋଳୁଥିବାର ଦେଖି ଏହି ଆକ୍ଟର କହିଲେ, ଅଧ କିଲୋ ଭେଣ୍ଡି ମିଳିବ?

ndtv
32

୮୩ବର୍ଷ ବୟସରେ ମଧ୍ୟ ଧମେନ୍ଦ୍ର ଫାର୍ମହାଉସରେ କାମ କରୁଥିବାର ନଜର ଆସନ୍ତି । ଚାଷବାସ କରନ୍ତି । ତାଙ୍କର ଅଧିକାଂଶ ସମୟ ସେହିଠାରେ କଟିଯାଏ । ଏବେ ଧର୍ମେନ୍ଦ୍ରଙ୍କ ରାସ୍ତାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ଅବଶ୍ୟ ସେ ଫାର୍ମହାଉସକୁ ଯାଆନ୍ତି ନାହିଁ କିନ୍ତୁ ସେ ତାଙ୍କ ଘର ବାଡ଼ିରେ ଚାଷ କରିଛନ୍ତି । ତାହା ପୁଣି ସଂପୂର୍ଣ୍ଣ ଭାବରେ ଅର୍ଗାନିକ ।

ନିକଟରେ ଶିଳ୍ପାଙ୍କ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଯାହାକୁ ସେ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । ଭିଡ଼ିଓରେ ଶିଲ୍ପା ଘରେ କରିଥିବା ବାଡିରୁ ବାଇଗଣ ଏବଂ କଂଚାଲଙ୍କା ତୋଳୁଥିବାର ନଜର ଆସିଛନ୍ତି । ଶିଳ୍ପାଙ୍କ ଏହି ଭିଡ଼ିଓରେ ଅଭିନେତା କାର୍ତ୍ତିକ ଆର‌୍ୟନ କମେଂଟରେ ଲେଖିଛନ୍ତି ଅଧ କିଲୋ ଭେଣ୍ଡି ମିଳିବ କି?

 

View this post on Instagram

 

Love ? you, for your response to my previous post . Some surprise, some excitement from my farm ????????????

A post shared by Dharmendra Deol (@aapkadharam) on

ଭିଡ଼ିଓରେ ଶିଳ୍ପା କହୁଛନ୍ତି ଆଜି ରାତିରେ ଭେଣ୍ଠି ଭର୍ତ୍ତା କରିବି ଏବଂ ସେଥିରେ କଂଚା ଲଙ୍କା ମଧ୍ୟ ପକାଇବି । କେବଳ ସେତିକି ନୁହେଁ ଶିଳ୍ପା ମେଥି ପତ୍ର ମଧ୍ୟ ଲଗାଇଛନ୍ତି । ଶିଳ୍ପାଙ୍କ ଏହି ଭିଡ଼ିଓକୁ ୧୩ ଲକ୍ଷରୁ ଅଧିକ ଥର ଦେଖାସରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More