Only for Entertainment

ସାଇବାବାଙ୍କ ଦ୍ୱାରରେ ଶିଲ୍ପା ସେଟ୍ଟୀ ଚଢାଇଲେ ସୁନା ମୁକୁଟ । ଜାଣନ୍ତୁ ମୂଲ୍ୟ କେତେ ।

bollywood tadka
44

ବଲିଉଡ ଅଭିନେତ୍ରୀ ଶିଲ୍ପା ସେଟ୍ଟୀ ପରିବାର ସହିତ ଶିରିଡ଼ିର ସାଇ ବାବାଙ୍କୁ ଦର୍ଶନ କରିବାକୁ ଯାଇଥିଲେ । ମନ୍ଦିର ଦ୍ୱାରରେ ଶିଲ୍ପାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।ନିକଟରେ ଆସିଥିବା ଖବର ମୁତାବକ ଶିଲ୍ପା ୨୬ ଲକ୍ଷ ଟଙ୍କାର ସୁନା ମୁକୁଟ ମନ୍ଦିରକୁ ଦେଇଛନ୍ତି ।


କୁହାଯାଉଛିଯେ ଏହି ମୁକୁଟରେ ୮୦୦ ଗ୍ରାମର ସୁନା ବ୍ୟବହାର ହୋଇଛି ।ବାବାଙ୍କ ଦ୍ୱାରରେ ଥିବା ସମୟରେ ଏବଂ ମୁକୁଟ ଦେଉଥିବା ସମୟର ଫଟୋ ନିଜେ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି ।ଫଟୋରେ ଶିଲ୍ପାଙ୍କ ସହିତ ପତି ରାଜ କୁନ୍ଦ୍ରା,ପୁଅ ବିୟାନ,ମା ସୁନନ୍ଦା ସେଟ୍ଟୀ ଏବଂ ଭଉଣି ସମୀତା ସେଟ୍ଟୀ ନଜର ଆସିଛନ୍ତି ।ଯେଉଁଥିରେ ପ୍ରଭୁଙ୍କୁ ହାତ ଯୋଡ଼ି ଛିଡ଼ା ହୋଇଥିବାର ଫଟୋ ସାମ୍ନାକୁ ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More