Only for Entertainment

ରୋହିତ ସେଟ୍ଟୀଙ୍କ ଫିଲ୍ମରେ କାମ କରିବେ ସଲମାନ ଖାନ ।

FilmiBeat Hindi
47

ବଲିଉଡ ଆକ୍ଟର ସଲମାନ ଖାନଙ୍କ ଫିଲ୍ମର ଅପେକ୍ଷାରେ ଦର୍ଶକ ସବୁବେଳେ ରହିଥାନ୍ତି । ୨୦୧୮ରେ ସେ ଫିଲ୍ମ ଭାରତକୁ ନେଇ ଚର୍ଚ୍ଚାରେ ରହିଲେ ଏବଂ ଏବେ ମଧ୍ୟ ଅଛନ୍ତି । ରିପୋର୍ଟ ଅନୁସାରେ ସେ ଖୁବଶୀଘ୍ର ରୋହିତ ସେଟ୍ଟୀଙ୍କ ସହିତ କାମ କରିବାକୁ ଯାଉଛନ୍ତି । ରୋହିତଙ୍କ ଫିଲ୍ମ ସିମ୍ବା ୨୦୧୮ରେ ରିଲିଜ ହେଲା । ଫିଲ୍ମ ବକ୍ସ ଅଫିସରେ ରେକର୍ଡ଼ ମଧ୍ୟ କଲା । ଏହି ଫିଲ୍ମ ଦ୍ୱାରା ରୋହିତ ସେଟ୍ଟୀ ବକ୍ସ ଅଫିସରେ ବଡ଼ ଖେଳାଳୀ ହୋଇ ସାରିଛନ୍ତି । ତେବେ ଏଭଳି ସମୟରେ ସଲମାନ ଏବଂ ରୋହିତ ସେଟ୍ଟୀ ଏକା ସାଙ୍ଗରେ କାମ କରିବା ନିହାତି ଚମତ୍କାର ହେବ, ଯାହାକୁ ସମସ୍ତଙ୍କର ଅପେକ୍ଷା ।

ଖବର ମୁତାବକ ରୋହିତ ସେଟ୍ଟୀ ଏବଂ ସାଜିଦ ନାଡ଼ିୟାଡବାଲା କେତେକ ଥର ସଲମାନଙ୍କୁ ନେଇ ଫିଲ୍ମ ପ୍ରସ୍ତୁତ କରିବା ପାଇଁ ଆଲୋଚନା କରି ସାରିଛନ୍ତି । ଏହି ମଧ୍ୟରେ କିକରେ ଦେବୀ ଲାଲ ଚରିତ୍ରରେ ନଜର ଆସିଥିବା ରୋଲ ସେମାନଙ୍କ ମନକୁ ଆସିଛି । ସଲମାନ ଫିଲ୍ମରେ ପୋଲିସ ଅଫିସର ଚରିତ୍ରରେ ନଜର ଆସିପାରନ୍ତି । ଯଦି ସେମାନଙ୍କର ଏହି ସ୍ୱପ୍ନ ପୂରଣ ହୁଏ ତେବେ ସଲମାନ ଫିଲ୍ମରେ ପୋଲିସ ଅଫିସର ଚରିତ୍ରରେ ନଜର ଆସିବେ ।

ସଲମାନ ଏବେ ଫିଲ୍ମ ଭାରତର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏ ହାପରେ ଦବଙ୍ଗର ସୁଟିଂ ଶେଷ ହେବ ଏବଂ ଏହାପରେ ସଲମାନ ରୋହିତ ସେଟ୍ଟୀଙ୍କ ଫିଲ୍ମ କରିପାରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More