Only for Entertainment

ରାତାରାତି ଚମକିଲା ଏହି ଗାୟକଙ୍କ ଭାଗ୍ୟ, ଥଲାଇବାଙ୍କ ଗୀତରେ ଗାଇବାକୁ ମିଳିଲା ସୁଯୋଗ !

33

ଆୟୁଶ ଶର୍ମା ଏବଂ ବରୀନା ହୁସୈନ ଷ୍ଟାରର ଲବରାତ୍ରୀ ଫିଲ୍ମରେ ‘ଚୌଗାଡା ତାରା’ ଗୀତ ଗାଇବା ପରେ ଗାୟକ ଦର୍ଶନ ରାବଲଙ୍କୁ ଭିନ୍ନ ପରିଚୟ ମିଳିଛି । ଏହାପରେ ସେ ଦୋ ଦିନ ଗୀତ ଗାଇଥିଲେ , ଏହାକୁ  ମଧ୍ୟ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ନିକଟରେ ଦର୍ଶନ ରାବଲ ସୁପରଷ୍ଟାର ରଜନୀକାନ୍ତ ଅଭୀନୀତ ଫିଲ୍ମରେ ଗାଇବା ସ୍ୱପ୍ନ ଯେପରି ତାଙ୍କର ସତ ହେବାକୁ ଯାଉଛି । ଫିଲ୍ମ ପେଟ୍ଟାର ଆଲବମ ତେଲୁଗୁ, ତାମିଲ ଏବଂ ହିନ୍ଦୀରେ ଉପଲବ୍ଧ ହେବ ।

 

View this post on Instagram

 

Mumbai are you ready for tonight ? #jrmground #nmims #vaayu #spreadlove

A post shared by Darshan Raval (@darshanravaldz) on


ମିଡିଆ ରିପୋର୍ଟ ମୁତାବକ ହିନ୍ଦୀ ଭର୍ସନରେ ୧୧ଟି ଗୀତ ରହିବ ଏବଂ ଏକ ରୋମାଂଟିକ ଗୀତ ଦର୍ଶନ ଗାଇବେ । ଦର୍ଶନ ଏକ ବୟାନରେ କହିଛନ୍ତି ସେ ଥଲାଇବା ରଜନୀକାନ୍ତଙ୍କ ଫିଲ୍ମରେ ସ୍ୱର ଦେବାକୁ ନେଇ ଖୁବ ଉତ୍ସାହିତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More