Only for Entertainment

ଘରେ ଏଭଳି ପରିବର୍ତ୍ତନ ଦେଖାଦେଲେ ସମସ୍ୟା ଆସିପାରେ ।

youtube
26

ବାସ୍ତୁ ଶାସ୍ତ୍ରରେ ବିଭିନ୍ନ କଥା ଉପଲକ୍ଷିତ ଅଛି । ଯାହାକୁ ନେଇ ବିଭିନ୍ନ କଥାର ଆଶଙ୍କାଙ୍କୁ ଅନୁମାନ କରାଯାଏ ଏବଂ ତାହାର ପ୍ରତିକାର ମଧ୍ୟ କରାଯାଏ ।ତେବେ ସେହିଭଳି କିଛି କଥା ଆଜି ଆମେ ଆପଣଙ୍କୁ କହିବୁ ।ଆସନ୍ତୁ ଜାଣିବା ।

ଘରେ ଯଦି କଳା ପିମ୍ପୁଡ଼ିର ଧାଡ଼ି ଦେଖିବାକୁ ମିଳେ ତେବେ ତାହାକୁ ଶୁଭ ବୋଲି ଗ୍ରହଣ କରାଯାଏ । ଏହା ଧନ ବୃଦ୍ଧି ହେବାର ଲକ୍ଷଣ । କିନ୍ତୁ କଳା ପିମ୍ପୁଡ଼ି ପରିବର୍ତ୍ତେ ଯଦି ଲାଲ ପିମ୍ପୂଡ଼ି ଦେଖାଯାଏ ତେବେ ଏହାକୁ ଅଶୁଭ ସଙ୍କେତ ବୋଲି କୁହାଯାଏ ।

ଯଦି ଅଚାନକ ଆପଣଙ୍କ ଘରେ ମୂଷାଙ୍କ ସଂଖ୍ୟା ବଢିବାକୁ ଲାଗେ ତେବେ ଆପଣ ଜାଣିବେଯେ ଆପଣଙ୍କୁ ଘରକୁ ବଡ଼ ସମସ୍ୟା ଆସିପାରେ ।

ଯଦି ଆପଣ ଘର ନିର୍ମାଣ କରିବାକୁ ମାଟି ଖୋଳୁଛନ୍ତି ଏବଂ ସେଠାରେ କୌଣସି ମଣିଷ ବା ଅନ୍ୟ କୌଣସି ଜୀବର କଙ୍କାଳ ବାହାରୁଛି ତେବେ ତାହାକୁ ଅଶୁଭ ବୋଲି କୁହାଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More