Only for Entertainment

ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ପ୍ରିୟଙ୍କା ଏବଂ ନିକଙ୍କ ମ୍ୟୁଜିକ ଭିଡିଓ, ପ୍ରଥମ ପୋଷ୍ଟର ଆଉଟ୍ ।

129

ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସଙ୍କ ଯୋଡିକୁ ଫ୍ୟାନ୍ସମାନେ ଖୁବ ପସନ୍ଦ କରନ୍ତି । ଦୁହେଁ ଯେତେବେଳେ ବି କୌଣସି ଇଭେଂଟରେ ଏକାଠି ଆସନ୍ତି ସମସ୍ତଙ୍କ ନଜର ତାଙ୍କ ଉପରେ ଅଟକି ରହିଯାଏ । ଏବେ ଦୁହେଁ ଏକ ଗୀତରେ ଧମାଲ ମଚାଇବାକୁ ପ୍ରସ୍ତୁତ ହୋଇଛନ୍ତି । ଅସଲରେ ପ୍ରିୟଙ୍କା ଏବଂ ନିକ ଏକ ଗୀତରେ ଏକାଠି ନଜର ଆସିବେ ଯାହାର ନାଁ ରହିଛି ‘ହ୍ୱାଟ ଏ ମ୍ୟାନ ଗଟା ଡୁ’ ।

 

View this post on Instagram

 

She’s Risky and I’m the Business 😏 #WhatAManGottaDoVideo

A post shared by Nick Jonas (@nickjonas) on

ଏହି ଗୀତର ପୋଷ୍ଟର ରିଲିଜ ହୋଇଛି , ଯେଉଁଥିରେ ପ୍ରିୟଙ୍କା ଧଳା ରଂଗର ସାର୍ଟ ପିନ୍ଧିଥିବାର ନଜର ଆସିଛନ୍ତି ଏବଂ ସେ ଏହି ଫଟୋରେ ହଟ ନଜର ଆସିଛନ୍ତି । ଦୁହିଁଙ୍କ ଏହି ପୋଷ୍ଟର ଶେୟାର କରି ଫ୍ୟାନ୍ସମାନେ ଗୀତକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More