Only for Entertainment

ରାଘବୀ ମିଡିଆ ପ୍ରଯୋଜନାରେ ରିଲିଜ ହେଲା ଏକ ନୂଆ ରୋମାଂଟିକ ଗୀତ ‘ଭିଜା ଭିଜା’ ।

56

ରାଘବୀ ମିଡିଆ ପ୍ରଯୋଜନାରେ ରିଲିଜ ହେଲା ଏକ ନୂଆ ରୋମାଂଟିକ ଗୀତ ‘ଭିଜା ଭିଜା’ । ଏହି ଗୀତରେ କଣ୍ଠଦାନ କରିଛନ୍ତି ଦିପ୍ତୀରେଖା ଏବଂ ସ୍ୱୟମ ପାଢୀ । ଗୀତରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅବିନାଶ ମିଶ୍ର ଏବଂ ଲିରିକ୍ସ ଦେଇଛନ୍ତି ପୁଷ୍ପକ ପରିଡା ।

ଗୀତରେ ଦେଖିବାକୁ ମିଳିଛି ପୁପୁନ ଜେନାଙ୍କ ରୋମାଂଟିକ ଅନ୍ଦାଜ । ଗୀତରେ ଦେଖିବାକୁ ମିଳିଛି ଯେ ଯେତେବେଳେ ଫୋନ ନମ୍ବର ହ୍ୱାଟସଅପ ନମ୍ବରରେ ସେଭ୍ ହେଉଛି । ଏବଂ ସେହିଠାରୁ ପ୍ରେମର ଆରମ୍ଭ । ପ୍ରଥମ ଦେଖା ବର୍ଷାରେ । ଏହିଭଳି କିଛି କାହାଣୀ ରହିଛି ଏହି ଗୀତରେ । ଗୀତଟି ଖୁବ ମଜାଦାର ହୋଇଥିବା ବେଳେ ଗୀତକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More