Only for Entertainment

ବଏଫ୍ରେଣ୍ଡକୁ ଦେଖି ରୋମାଂଟିକ ହୋଇଗଲେ ଟାଇଗର ସ୍ରଫଙ୍କ ଭଉଣୀ କୃଷ୍ଣା

hindirush
42

ବଲିଉଡରେ ଟାଇଗର ସ୍ରଫ ଏବଂ ଭଉଣୀ କୃଷ୍ଣା ସ୍ରଫଙ୍କ ମଧ୍ୟରେ ଥିବା ବଣ୍ଡିଂର ଚର୍ଚ୍ଚା ସବୁବେଳେ ହୋଇଥାଏ । ଦୁଇ ଭାଇ ଭଉଣୀ ସୋସିଆଲ ମିଡିଆରେ ନିଜ ଫଟୋ ସବୁବେଳେ ଶେୟାର କରିଥାନ୍ତି । ଅନ୍ୟ ପକ୍ଷରେ ଜଣେ ଅନ୍ୟ ଜଣଙ୍କର ଗୋଡ଼ ଟାଣିବା କାମ କେବେ ମଧ୍ୟ ଛାଡ଼ନ୍ତି ନାହିଁ । ଏହିଥର ଟାଇଗର ଭଉଣୀ କୃଷ୍ଣା ଏବଂ ତାଙ୍କ ବଏଫ୍ରେଣ୍ଡଙ୍କୁ ନେଇ ଏକ ମଜାଦାର କମେଂଟ କରିଛନ୍ତି ।

 

 

View this post on Instagram

 

Nirvana state of mind. 💫

A post shared by Krishna Jackie Shroff (@kishushroff) on

କୃଷ୍ଣା ଇଂଷ୍ଟାଗ୍ରାମରେ ବିକିନି ପିନ୍ଧିଥିବା ଏକ ଫଟୋ ଶେୟାର କରିଛନ୍ତି । ଦେଖୁ ଦେଖୁ ଏହି ଫଟୋକୁ ଲକ୍ଷାଧିକ ଲାଇକ୍ସ ମଧ୍ୟ ମିଳି ସାରିଲାଣି । ସବୁଠାରୁ ଖାସ କଥା ହେଉଛି ଫଟୋରେ ଟାଇଗ୍ର ସ୍ରଫ ମଧ୍ୟ କମେଂଟ କରିଛନ୍ତି । ଏକ ଫଟୋରେ ସେ ଏକ ଇମୋଜୀ ଦେଇଛନ୍ତି ଏବଂ କୃଷ୍ଣା ତାଙ୍କ ବଏଫ୍ରେଣ୍ଡଙ୍କ ସହିତ କ୍ଲିକ କରିଥିବା ଫଟୋରେ ଲେଖିଛନ୍ତି, ବିଚାରା ଇବାନ ।

 

 

View this post on Instagram

 

Always making me laugh. 😆 Grateful to have met my best friend, twin soul, and love this year. ♥️✨ @ebanhyams

A post shared by Krishna Jackie Shroff (@kishushroff) on

କହିରଖୁଛୁ କୃଷ୍ଣା ଏବେ ତାଙ୍କ ବଏଫ୍ରେଣ୍ଡ ସହିତ ଛୁଟି ବିତାଉଛନ୍ତି ଏବଂ ଟାଇଗର ବାଗୀ ଥ୍ରି ପାଇଁ ପ୍ରସ୍ତୁତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More