Only for Entertainment

ସାମ୍ନାକୁ ଆସିଲା ୟାମି ଜ୍ୟାକ୍ସନଙ୍କ ବେବି ସାୱାର ପାର୍ଟିର ଫଟୋ, ଦେଖନ୍ତୁ

insta pic of iamamyjackson
64

ଅଭିନେତ୍ରୀ ୟାମି ଜ୍ୟାକ୍ସନଙ୍କ ବେବି ସାୱାର ପାର୍ଟିର ଫଟୋ ଏବେ ସାମ୍ନାକୁ ଆସିଛି । ଫଟୋରେ ୟାମିଙ୍କୁ ଖୁବ୍ ମସ୍ତି ମୁଡ଼ରେ ଦେଖିବାକୁ ମିଳିଛି । ୟାମି ତାଙ୍କର ପ୍ରେଗ୍ନାନସିର ପ୍ରଥମ ଦିନରୁ ତାଙ୍କ ଫ୍ୟାନ୍ସଙ୍କୁ ସମସ୍ତ ଅପଡ଼େଟ୍ ଦେଉଛନ୍ତି । ଆଗକୁ ମା’ ହେବାର ଖୁସିକୁ ମଧ୍ୟ ଶେୟାର କରୁଛନ୍ତି ।

ଅନେକ ସମୟରେ ସେ ତାଙ୍କର ବେବି ବମ୍ପର ଫଟୋ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି । ତେବେ ବେବି ସାୱାର ପାର୍ଟିରେ ସେ ତାଙ୍କ ପରିବାର ଏବଂ ବନ୍ଧୁଙ୍କ ସହ ନଜର ଆସିଥିଲେ । ଫିଲ୍ମ ସିଙ୍ଗ ଇଜ ବ୍ଲିଙ୍ଗରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ତାଙ୍କର ପୁରୁଷ ବନ୍ଧୁ ଜର୍ଜଙ୍କ ସହ ରିଲେସନରେ ଅଛନ୍ତି ।

 

୨୦୨୦ରେ ଜର୍ଜଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ ୟାମି । ସେହିପରି ଅକ୍ଷୟ କୁମାରଙ୍କ ସହ ଫିଲ୍ମ ୨.୦ରେ ନଜର ଆସିଥିଲେ ୟାମି । ଫିଲ୍ମଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More