Only for Entertainment

ରାଶି ଅନୁସାରେ ପର୍ସରେ ରଖନ୍ତୁ ଏହି ଫଟୋ…

TORRO Cases
78

ମେଷ : ଏହି ରାଶିର ବ୍ୟକ୍ତି ନିଜ ପର୍ସରେ ସୂର୍ଯ୍ୟୋଦୟର ଫଟୋ ରଖିବା ଉଚିତ୍ ।

ବୃଷ : କୁହାଯାଏ ଏହିି ରାଶିର ବ୍ୟକ୍ତି ଭଗବାନ୍ ଶିବଙ୍କ ଫଟୋ ନିଜ ପର୍ସରେ ରଖିବା ଉଚିତ୍ ।

ମିଥୁନ୍ : ପର୍ସରେ ମାତା ପିତାଙ୍କ ଫଟୋ ରଖିବା ଉଚିତ୍ ମିଥୁନ୍ ରାଶିର ବ୍ୟକ୍ତି ।

କର୍କଟ : ସେହିପରି ଏହି ରାଶିର ବ୍ୟକ୍ତିମାନେ ନିଜ ପର୍ସରେ ଫୁଲ ଥିବା ଫଟୋ ରଖିବା ଉଚିତ୍ ।

ସିଂହ : ଏହି ରାଶିର ବ୍ୟକ୍ତି ନିଜ ପର୍ସରେ ଭଗବାନ କୃଷ୍ଣଙ୍କ ଫଟୋ ରଖିବା ଉଚିତ୍ ।

କନ୍ୟା : ସେହିପରି ବହୁଥିବା ପାଣିର ଫଟୋ ରଖିବା ଉଚିତ୍ କନ୍ୟା ରାଶିର ବ୍ୟକ୍ତି ।

ତୁଳା : ଏମାନେ ପର୍ସରେ ରାଧାକୃଷ୍ଣଙ୍କ ଫଟୋ ରଖିବା ଶୁଭ ବୋଲି କୁହାଯାଏ ।

ବିଛା : ଏହି ରାଶିର ବ୍ୟକ୍ତିମାନେ ନିଜ ପର୍ସରେ ଶିବଙ୍କ ପରିବାରର ଫଟୋ ରଖିବା ଉଚିତ୍ ।

ଧନୁ : ଏମାନଙ୍କ ପାଇଁ ପର୍ସରେ ମା’ ଲକ୍ଷ୍ମୀଙ୍କ ଫଟୋ ରଖିବା ଶୁଭ କୁହାଯାଏ ।

ମକର : କୁହାଯାଏ ମକର ରାଶିର ବ୍ୟକ୍ତିମାନେ ନିଜ ସ୍ୱାମୀ/ସ୍ତ୍ରୀଙ୍କର ଫଟୋ ରଖିବା ଉଚିତ୍ ।

କୁମ୍ଭ : କୁମ୍ଭ ରାଶି ବ୍ୟକ୍ତିମାନେ ପର୍ସରେ ନିଜ ଗୁରୁଙ୍କ ଫଟୋ ରଖିବା ଉଚିତ୍ ।

ମୀନ : ଏମାନେ ପର୍ସରେ ଚନ୍ଦ୍ରଙ୍କ ଫଟୋ ରଖିବାକୁ ଶୁଭ ବୋଲି କୁହାଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More