Only for Entertainment

ଜାଣନ୍ତୁ ଏ ସପ୍ତାହର ରାଶିଫଳ

womens health
0 26

ମେଷ: ରବି, ସୋମ ଓ ମଙ୍ଗଳବାର: ଆୟର ନୂଆ ସାଧନ ମିଳିବ। ବୁଧ ଓ ଗୁରୁବାର: ସାଥୀଙ୍କ ପ୍ରତି ସ୍ନେହ ଓ ପ୍ରେମଭାବ ରହିବ। ଶୁକ୍ର ଓ ଶନିବାର: କମ୍‌ ପରିଶ୍ରମରେ ଅଧିକ ଲାଭ ହେବ।

ବୃଷ: ରବି, ସୋମ ଓ ମଙ୍ଗଳବାର: ନୂଆ ପ୍ରସ୍ତାବ ଓ ପରିଯୋଜନା ପାଇବେ। ବୁଧ ଓ ଗୁରୁବାର: ସିନିୟର ଆପଣଙ୍କ କାମରେ ଖୁସି ରହିବେ। ଶୁକ୍ର ଓ ଶନିବାର: ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ।

ମିଥୁନ: ରବି, ସୋମ ଓ ମଙ୍ଗଳବାର: ନୂଆ କାମରେ ରୁଚି ବଢ଼ିବ। ବୁଧ ଓ ଗୁରୁବାର: ବେପାରୀବର୍ଗଙ୍କୁ ଧନଲାଭ ହେବ। ଶୁକ୍ର ଓ ଶନିବାର: ରାଜନୀତିରେ ଯୋଗାଯୋଗ ଭଲ ରହିବ।

କର୍କଟ: ରବି, ସୋମ ଓ ମଙ୍ଗଳବାର: ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ। ବୁଧ ଓ ଗୁରୁବାର: ମନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ। ଶୁକ୍ର ଓ ଶନିବାର: ମିତ୍ରଙ୍କ ପରାମର୍ଶ କାମରେ ଆସିବ ଏବଂ ଆୟ ବୃଦ୍ଧି ହେବ।

ସିଂହ: ରବି, ସୋମ ଓ ମଙ୍ଗଳବାର: ମନ ଚାହୁଥିବା ସଫଳତା ପାଇବେ। ବୁଧ ଓ ଗୁରୁବାର: ଆପଣ ଟିକେ ବିଷାଦଗ୍ରସ୍ତ ରହିବେ। ଶୁକ୍ର ଓ ଶନିବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ।

କନ୍ୟା: ରବି, ସୋମ ଓ ମଙ୍ଗଳବାର: ଜୀବନରେ ଉନ୍ନତି ଲାଗି ବହୁତ ସୁଯୋଗ ମିଳିବ। ବୁଧ ଓ ଗୁରୁବାର: ରାଜନୀତି କାମରେ ରୁଚି ରହିବ। ଶୁକ୍ର ଓ ଶନିବାର ବ୍ୟବସାୟରେ ନୂଆ ସୁଯୋଗ ମିଳିବ।

ତୁଳା: ରବି, ସୋମ ଓ ମଙ୍ଗଳବାର: ସବୁ ସମସ୍ୟାର ସମାଧାନ ହୋଇଯିବ। ବୁଧ ଓ ଗୁରୁବାର: ଜୀବନ ଲାଗି ସଫଳତାର ସମୟ। ଶୁକ୍ର ଓ ଶନିବାର: ଦାମ୍ପତ୍ୟ ଜୀବନ ସୁଖଦ ରହିବ।

ତୁଳା: ରବି, ସୋମ ଓ ମଙ୍ଗଳବାର: କୌଣସି ନୂଆ ସୁଯୋଗ ମିଳିବ। ବୁଧ ଓ ଗୁରୁବାର: ଶିକ୍ଷାର୍ଥୀଙ୍କ ଲାଗି ସମୟ ବଢ଼ିଆ ରହିବ। ଶୁକ୍ର ଓ ଶନିବାର: ଅପ୍ରତ୍ୟାଶିତ ଧନ ପ୍ରାପ୍ତି ହୋଇପାରେ।

ଧନୁ: ରବି, ସୋମ ଓ ମଙ୍ଗଳବାର: ମନସ୍କାମନା ପୂରା ହେବ। ବୁଧ ଓ ଗୁରୁବାର: ଠିକ୍‌ ଫଇସଲା ଆପଣଙ୍କ ଜୀବନକୁ ବଢ଼ିଆ କରିବ। ଶୁକ୍ର ଓ ଶନିବାର: ଶାନ୍ତ ଓ ଚିନ୍ତା ମୁକ୍ତ ରହିବେ।

ମକର: ରବି, ସୋମ ଓ ମଙ୍ଗଳବାର: କୌଣସି ବଡ଼ ସଫଳତା ମିଳିବ। ବୁଧ ଓ ଗୁରୁବାର: ପରିଶ୍ରମ ପୂରା ଫଳ ମିଳିବ। ଶୁକ୍ର ଓ ଶନିବାର: ଶତ୍ରୁ ବନ୍ଧୁତାର ହାତ ବଢ଼ାଇବେ।

କୁମ୍ଭ: ରବି, ସୋମ ଓ ମଙ୍ଗଳବାର: ପରିବାରରେ ସମ୍ମାନ ମିଳିବ। ବୁଧ ଓ ଗୁରୁବାର: ସଫଳତା ଆପଣଙ୍କ ପାଦ ସ୍ପର୍ଶ କରିବ। ଶୁକ୍ର ଓ ଶନିବାର: ସାମାଜିକ କାର୍ଯ୍ୟରେ ସହଯୋଗିତା କରିବେ।

ମୀନ: ରବି, ସୋମ ଓ ମଙ୍ଗଳବାର: ପରିବାର ସହିତ ସମୟ ଖୁସିର କଟିବ। ବୁଧ ଓ ଗୁରୁବାର: ଉନ୍ନତି ପଥରେ ଲାଗି ରହିଥିବା ବାଧା ଦୂର ହେବ। ଶୁକ୍ର ଓ ଶନିବାର: ପାରିବାରିକ କ୍ଳେଶ ଦୂର ହେବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More