Only for Entertainment

ରିଲିଜ ହେଲା “ଠଗ୍ସ ଅଫ ହିନ୍ଦୋସ୍ତାନ”ର ଆଉ ଏକ ମେକିଂ ଭିଡିଓ, ଦେଖିବାକୁ ମିଳିଲା ବେଶ ପୋଷାକର ଝଲକ !

37

“ଠଗ୍ସ ଅଫ ହିନ୍ଦୋସ୍ତାନ”ନେଇ ଦର୍ଶକଙ୍କ କ୍ରେଜ ବଢୁଥିବା ବେଳେ , ଲୋକଙ୍କ ମନରେ କ୍ରେଜ ବଢାଇବା ଲାଗି ନିର୍ମାତା ଗୀତ, ମେକିଂ ଭିଡିଓ ରିଲିଜ କରିବାରେ ଲାଗିଛନ୍ତି । ଫଳରେ ଏହି ଗୀତକୁ ସବୁ ଖୁବ ପସନ୍ଦ ମଧ୍ୟ କରାଯାଉଛି ଏବଂ ଫିଲ୍ମ ପାଇଁ କ୍ରେଜ ମଧ୍ୟ ବଢୁଛି । ଏବେ କିଛି ସମୟ ପୂର୍ବରୁ ଫିଲ୍ମରେ ହୋଇଥିବା ଲୁକ ଏବଂ ଡ୍ରେସକୁ ଆସିଛି ନୁଆ ମେକିଂ ଭିଡିଓ , ଦେଖନ୍ତୁ-

ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମ ଜରିଆରେ ପ୍ରଥମ ଥର ଅମିତାଭ ବଚ୍ଚନ ଏବଂ ଆମୀର ଖାନଙ୍କ ଯୋଡି ଦେଖିବାକୁ ମିଳିବ । ଏହା ବ୍ୟତୀତ କ୍ୟାଟ୍ରିନା କୈଫ ନିଜର ଦିଲକଶ ଅନ୍ଦାଜରେ ଯାଦୁ ଦେଖାଇବେ ଏହି ଫିଲ୍ମ ଜରିଆରେ । ଆପଣଙ୍କୁ ଜଣାଇ ରଖୁଛୁ ଯେ ଏହି ଫିଲ୍ମ ବିଗ ବଜେଟରେ ପ୍ରସ୍ତୁତ କରାଯାଇଛି । ଆସନ୍ତା ମାସ ୮ତାରିଖରେ ଏହି ଫିଲ୍ମ ରିଲିଜ କରାଯିବ । ତେବେ ଏହି ଫିଲ୍ମ କଣ ଯାଦୁ ଦେଖାଇବ ତାହା କେବଳ ଦେଖିବା ଅପେକ୍ଷାରେ !

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More