Only for Entertainment

ଜାଣନ୍ତୁ ଆଜିର ରାଶିଫଳ

40

ମେଷ: ଆଧୢାତ୍ମିକ ଦିଗରେ ମନ ଲାଗି ରହିବ। କାମ‌େର ସମସ୍ୟା ହେବନାହିଁ। ପ୍ରିୟତମଙ୍କ ଠାରୁ ଭଲ ଖବର ପାଇବେ। ଶୁଭରଙ୍ଗ: କଫି ରଙ୍ଗ। ଶୁଭସ˚ଖ୍ୟା: ୪।

 

ବୃଷ: ନିଷ୍ପତ୍ତି ନେଇଥିବା କାର୍ୟ୍ୟ ବାବଦରେ ଆଲୋଚନା କରନ୍ତୁ ନାହିଁ। ଉଚ୍ଚ ପଦାଧିକାରୀଙ୍କ ସହ ଉତ୍ତମ ବ୍ୟବହାର କରନ୍ତୁ। ଛାତ୍ରଙ୍କ ଲାଗି ଶୁଭ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୬।

 

 

ମିଥୁନ: ଦିନ ସାରା ଉତ୍ସାହିତ ରହ‌ିବେ। ପୁଞ୍ଜି ନିବେଶ ସ˚କ୍ରାନ୍ତରେ ପରାମର୍ଶ ମିଳିବ। ସମାଜରେ ମାନ-ସମ୍ମାନ ବଢ଼ିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୩।

 

କର୍କଟ: ନୂଆ ଦିଶାରେ ଆଗକୁ ବଢ଼ିବାର ସୁଯୋଗ ମିଳିବ। କୌଣସି ଲୋକ ଆପଣଙ୍କ ଲାଗି ସାହାଯ୍ୟକାରୀ ସାବ୍ୟସ୍ତ ହେବେ। ସ୍ବାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୬।

 

ସି˚ହ: ବ୍ୟବସାୟରେ ସଫଳତା ପାଇବେ। ଧନଲାଭ ଯୋଗ। ଉପରିସ୍ଥ ଅଧିକାରୀ ପ୍ରସନ୍ନିତ ହେବେ। ଦାମ୍ପତ୍ୟ ଜୀବନ ମଧୁର। ଶୁଭରଙ୍ଗ: କଫି ରଙ୍ଗ। ଶୁଭସ˚ଖ୍ୟା: ୨।

 

କନ୍ୟା: କାର୍ୟ୍ୟକ୍ଷେତ୍ରରେ ନୂଆ ସମ୍ଭାବନା। ଭୂସ˚ପତ୍ତି କିଣିବା ଯୋଗ। ଶୁଭରଙ୍ଗ: କଫି ରଙ୍ଗ। ଶୁଭସ˚ଖ୍ୟା: ୨।

 

ତୁଳା: କମ୍‌ ପରିଶ୍ରମରେ ଅଧିକ ଫଳପ୍ରାପ୍ତି। ଆର୍ଥିକ ସ୍ଥିତିରେ ସୁଧାର। ସମାଜିକ ସମ୍ମାନ ବୃଦ୍ଧି। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୭।

 

ବିଛା: ଦିନଟି ଲାଭପ୍ରଦ। ସ୍ଥଗିତ କାମ ସ˚ପୂର୍ଣ୍ଣ ହେବ। ପ୍ରିୟତମଙ୍କ ସହିତ ମଧୢାହ୍ନ ଭୋଜନ ପାଇଁ ଯୋଜନା। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୫।

 

ଧନୁ: ସଫଳତାକୁ ନେଇ ଆଶ୍ବସ୍ତି। ମିତ୍ରଙ୍କୁ ସହାୟତାର ସୁଯୋଗ। ଦାମ୍ପତ୍ୟ ଜୀବନ ସୁଖମୟ। ଶୁଭରଙ୍ଗ: ସବୁଜ। ଶୁଭସ˚ଖ୍ୟା: ୫।

 

ମକର: ଜୀବିକାରେ ଉତ୍‌ଥାନ-ପତନ ଆସିପାରେ। ଆର୍ଥିକ ମାମଲାରେ ହଇରାଣ ହୋଇପାରନ୍ତି। ଜୀବନସାଥୀଙ୍କ ସହ ସମ୍ବନ୍ଧରେ ମଧୁରତା ବଢ଼ିବ। ଶୁଭରଙ୍ଗ: ଲାଲ। ଶୁଭସ˚ଖା: ୧।

 

କୁମ୍ଭ: ଚାକିରିଜୀବୀଙ୍କୁ ନିଜ କାର୍ୟ୍ୟରେ ସଫଳତା। ଖୁସି ରହିବେ। ପରିବାରରେ ମାଙ୍ଗଳିକ କାର୍ୟ୍ୟ ପ୍ରସ୍ତୁତି ଯୋଜନା। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୮।

 

ମୀନ: ଅଫିସ ପରିବେଶ ଭଲ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ। ପରିବାର ଲୋକଙ୍କ ସହ ଉତ୍ତମ ସଂପର୍କ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More