Only for Entertainment

ଅଶାନ୍ତି ସୃଷ୍ଟି କରେ ଘରର ମୁଖ୍ୟ ଦ୍ୱାରରେ ଥିବା ଏହି ରଙ୍ଗ, ତୁରନ୍ତୁ ବଦଳାନ୍ତୁ

kanaklifestyle
82

ଅଧିକାଂଶ ସମୟରେ ଆମେ ଆପଣଙ୍କୁ ବାସ୍ତୁ ଶାସ୍ତ୍ରକୁ ନେଇ ବିଭିନ୍ନ କଥା କହିଥାଉ । ଆଜି ମଧ୍ୟ ଆମେ ସେହିଭଳି ଏକ କଥା ଆଲୋଚନା କରୁଛୁ । ତାହା ହେଉଛି ଘରର ମୁଖ୍ୟ ଦ୍ୱାରର ରଙ୍ଗ ବା ଗେଟ୍ । ଅନେକ ସମୟରେ ଘରେ ହେଉଥିବା ଅଶାନ୍ତିର କାରଣ ମୁଖ୍ୟ ଫାଟକ ହିଁ ହୋଇଥାଏ। ତେଣୁ ମୁଖ୍ୟ ଫାଟକ କଲା ବେଳେ ମଧ୍ୟ କୌଣସି ବାସ୍ତୁବିତ୍‌ଙ୍କ ପରାମର୍ଶ ଅବଶ୍ୟ ନିଅନ୍ତୁ।

ଘରର ମୁଖ୍ୟ ଗେଟ୍‌ରେ କେବେ କଳା ରଙ୍ଗ ଦିଅନ୍ତୁ ନାହିଁ। ବାସ୍ତୁ ଅନୁଯାୟୀ, ଏହାଦ୍ୱାରା ଘର ମୁଖିଆଙ୍କୁ ସବୁବେଳେ କ୍ଷତି ସହିବାକୁ ପଡ଼ିଥାଏ। ଏହାବାଦ୍‌ ଅପମାନଜନକ ସ୍ଥିତିର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ିପାରେ।

 

ଘରର ମେନ୍‌ ଗେଟ୍‌ ଅନ୍ୟ ଗେଟ୍‌ ତଥା ଘରର ପ୍ରତ୍ୟେକ ଦ୍ୱାରଠାରୁ ବଡ଼ ହେବା ଆବଶ୍ୟକ। ମେନ୍‌ ଗେଟ୍‌ ଘରର ଅନ୍ୟ ଦ୍ୱାରଠୁ ଛୋଟ ହେଲେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିପାରେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More