Only for Entertainment

ସାମ୍ନାକୁ ଆସିଲା ଅଜୟ ଦେବଗନଙ୍କ ଫିଲ୍ମ ‘ଟୋଟାଲ ଧମାଲ’ର ନୂଆ ପୋଷ୍ଟର, ୩ଦିନ ପରେ ରିଲିଜ ହେବ ଟ୍ରେଲର

insta pic of ajaydevgn
21

ଅଜୟ ଦେବଗନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ଫିଲ୍ମ ‘ଟୋଟାଲ ଧମାଲ’କୁ ନେଇ ଏବେ କିଛି ନା କିଛି ଖବର ସାମ୍ନାକୁ ଆସୁଛି । ଫିଲ୍ମ ସିମ୍ବା ପରେ ଅଜୟ ଦେବଗନ ‘ଟେଟାଲ ଧମାଲ’ ଜରିଆରେ ବକ୍ସ ଅଫିସରେ ଧମାଲ ମଚାଇବା ପାଇଁ ଆସୁଛନ୍ତି । କିଛି ସମୟ ପୂର୍ବରୁ ଫିଲ୍ମର ନୂଆ ପୋଷ୍ଟର ସାମ୍ନାକୁ ଆସିଛି । ଏହି ପୋଷ୍ଟରରେ ଫିଲ୍ମର ପୂରା ଷ୍ଟାର କାଷ୍ଟ ନଜର ଆସିଛନ୍ତି । ଏହିି ଫଟୋକୁ ଅଜୟ ଦେବଗନ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଫଟୋ ସେୟାର କରିବା ସହିତ ସେ ଫିଲ୍ମର ଟ୍ରେଲର ରିଲିଜ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି ।

 

View this post on Instagram

 

Aaj se hoga sirf #TotalDhamaal. Gear up for The Wildest Adventure Ever!! Trailer out on 21st Jan.

A post shared by Ajay Devgn (@ajaydevgn) on

ସାମ୍ନାକୁ ଆସିଥିବା ଫଟୋରେ ଯେଉଁଭଳି ଭାବେ ପୂରା କଳକାର ନଜର ଆସିଛନ୍ତଚି ତାକୁ ଦେଖିବା ପରେ ଲାଗୁଛି ଯେ , ଫିଲ୍ମର କାହାଣୀ ଜଙ୍ଗଲ ଚାରିପାଖରେ ଘୂରିବୁଲୁଛି । ଫିଲ୍ମରେ ଅଜୟ ଦେବଗନଙ୍କ ବ୍ୟତିତ ଅନିଲ କପୁର, ମାଧୁରୀ ଦିକ୍ଷୀତ, ଜନି ଲିଭର, ଅର୍ସଦ ବାର୍ସି , ଜାବେଦ ଜାଫରି , ରିତେଶ ଦେଶମୁଖଙ୍କ ପରି କଳାକାର ନଜର ଆସିବେ । ଫିଲ୍ମର ଟ୍ରେଲର ୨୧ ଜାନୁଆରିରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More