Only for Entertainment

କେତେକ ଧନୀ ପରିବାରର ନିଦ ହଜାଇ ଦେଇଛି ଏହି ଧାରାବାହିକ ।

bollywood tadka
48

ଷ୍ଟାରପ୍ଲସର ଆଗାମୀ ଡେଲି ସୋପ ପାରମ୍ପରିକ ଶାଶୁ ବୋହୁଙ୍କ ବଦଳୁଥିବା କାହାଣୀକୁ ନେଇ ପର୍ଯ୍ୟବେଷିତ । ଯେଉଁଥିରେ ନାୟିକା ହେଉଛି ଖଳନାୟିକା । ଖାସ କଥା ହେଉଛିଯେ ଏହି କାହାଣୀ ଭାରତର ଏକ ପ୍ରଭାବଶାଳୀ ଧନୀ ପରିବାରର ବାସ୍ତବ କାହାଣୀ । ଏହି କାହାଣୀ କେତେକ ପ୍ରସିଦ୍ଧ ଧନୀ ପରିବାରକୁ ନେଇ ସନ୍ଦେହ ସୃଷ୍ଟି କରିଛି ।

ଯେବେଠାରୁ ଜଣାପଡ଼ିଛି ଏହା ଏକ ପ୍ରଭାବଶାଳୀ ଧନୀ ପରିବାରର ବାସ୍ତବ କାହାଣୀ ଉପରେ ଆଧାରିତ ନିର୍ମାତାଙ୍କୁ ବାରମ୍ବାର ଫୋନ କଲ ଆସିବାରେ ଲାଗିଛି । ବାସ୍ତବ ପରିବାରର ନାମ ବିଷୟରେ ଜାଣିବା ପାଇଁ ବାରମ୍ବାର ପଚାରୁଛନ୍ତି ।

ଅବଶ୍ୟ ଏହି ଶୋ ଏକ ଖରାପ ବୋହୁର କାହାଣୀ ଉପରେ ଆଧାରିତ । କିନ୍ତୁ ନିର୍ମାତାଙ୍କୁ ଜଣାନଥିଲାଯେ ଏହାର କାହାଣୀ ଏତେ ପ୍ରଭାବଶାଳୀ ପରିବାରର କାହାଣୀ ସହିତ ମେଳ ଖାଇବ । ତେଣୁ ନିର୍ମାତାଙ୍କୁ ଏହା ମଧ୍ୟ ଫୋନ କଲଆସୁଛିଯେ ଏହା କ’ଣ ଆମ ପରିବାରର କାହାଣୀ?

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More