Only for Entertainment

‘ନଚ ବଲିୟେ ୯’ର ପ୍ରମୋ ରିଲିଜ । ଡ୍ୟାନ୍ସରେ ନଜର ଆସିଲେ ଉର୍ବସୀ ଢୋଲକିୟା ।

35

ପପୁଲାର ଡ୍ୟାନ୍ସ ରିଆଲିଟି ଶୋ ‘ନଚ ବଲିୟେ ୯’ ଖୁବଶୀଘ୍ର ଟିଭି ପରଦାରେ ହଙ୍ଗାମା କରିବାକୁ ପ୍ରସ୍ତୁତ ହୋଇ ସାରିଲାଣି । ଏହି ଥରର ଥିମ ଖୁବ ଚମତ୍କାର । ସବୁଠାରୁ ଖାସ କଥା ହେଉଛି ଶୋ’ରେ ଏକ୍ସ ଲଭବର୍ଡ଼ ଡ୍ୟାନ୍ସ କରୁଥିବାର ନଜର ଆସିବେ ।

ଅରିଜିନାଲ କସୌଟି ଜିନ୍ଦେଗୀ କେ’ରେ କୋମୋଲିକା ଚରିତ୍ରରେ ନଜର ଆସିଥିବା ଉର୍ବସୀ ଢୋଲକିୟା ଏହି ଶୋ ମାଧ୍ୟମରେ ଟିଭିକୁ ଫେରୁଛନ୍ତି । ଖବର ଅନୁସାରେ ଏଠାରେ ସେ ତାଙ୍କ ଏକ୍ସ ବଏଫ୍ରେଣ୍ଡ ଅନୁଜ ସଜଦେବାଙ୍କ ସହିତ ଡ୍ୟାନ୍ସ କରୁଥିବାର ନଜର ଆସିବେ । କିନ୍ତୁ ଅଭିନେତ୍ରୀଙ୍କ ସହିତ ଏହି ବିଷୟରେ କଥା ହେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ କିଛି କହିବାକୁ ମନା କରି ଦେଇଛନ୍ତି ।

 

 

View this post on Instagram

 

#NachBaliye9, Coming Soon with someone you know! @urvashidholakia9 @beingsalmankhan

A post shared by StarPlus (@starplus) on

ପ୍ରମୋରେ ଉର୍ବସୀ ଜଣେ ବ୍ୟକ୍ତିଙ୍କ ସହିତ ଡ୍ୟାନ୍ସ କରୁଥିବାର ନଜର ଆସିଛି । ଷ୍ଟାରପ୍ଲସ ଏହି ପ୍ରମୋ ଶେୟାର କରିଛନ୍ତି । ପ୍ରମୋରେ ସଲମାନଙ୍କ ଆପିୟରାନ୍ସ ନାହିଁ କିନ୍ତୁ ତାଙ୍କ ବ୍ରେସଲେଟ ନଜର ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More