Only for Entertainment

ଫିଲ୍ମ ‘ମାଷ୍ଟର’ର ପ୍ରଥମ ପୋଷ୍ଟର ରିଲିଜ , ଦମଦାର ଅନ୍ଦାଜରେ ନଜର ଆସିଲେ ବିଜୟ ଜୋଶେଫ ।

38

ସାଉଥ ସୁପରଷ୍ଟାର ବିଜୟ ଜୋସେଫଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ‘ମାଷ୍ଟର’ର ପ୍ରଥମ ପୋଷ୍ଟର ରିଲିଜ ହୋଇଛି । ବିଜୟ ନିଜେ ଟ୍ୱିଟର ଅକାଉଂଟରେ ଫିଲ୍ମର ଫାଷ୍ଟ ଲୁକ ଶେୟାର କରିଛନ୍ତି । ଏହି ପୋଷ୍ଟରରେ ବିଜୟ ନୀଳ ରଂଗର ସାର୍ଟ ପିନ୍ଧିଛନ୍ତି , ନିଜ ଗୋଟେ ହାତ ମୁଣ୍ଡରେ ଦେଇଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ, ବିଜୟଙ୍କ ବ୍ୟତୀତ ଶାନ୍ତନ୍ତୁ ଭାଗ୍ୟରାଜ, ମାଲବିକା ମୋହନନ ଏବଂ ଏଣ୍ଡ୍ରିଆ ଜେରେମିୟାହଭଳି କଳାକାର ନଜର ଆସିବେ । ସେହିଭଳି ଫିଲ୍ମ ନିର୍ଦ୍ଦେଶନା ଲୋକେଶ କନକରାଜ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More