Only for Entertainment

ଶାହାରୁଖଙ୍କ ‘ଜିରୋ’ର ପୋଷ୍ଟର ରିଲିଜ,ହ୍ୱିଲ ଚେୟାରରେ ନଜର ଆସିଲେ ଅନୁଷ୍କା ।

aajtak
35

ଶାହାରୁଖଙ୍କ ଆଗାମୀ ଫିଲ୍ମ ଜିରୋ ରିଲିଜ ପାଇଁ ପ୍ରସ୍ତୁତ । ଏହାର ଦୁଇଟି ପୋଷ୍ଟର ରିଲିଜ କରାଯାଇଛି । ଏଥିରେ ଶାହାରୁଖ ବାମନ ଲୁକରେ ନଜର ଆସିଛନ୍ତି, ଯେଉଁଥିରେ ସେ ଶାହାରୁଖଙ୍କ ସହିତ ରୋମାନ୍ସ କରୁଥିବାର ନଜର ଆସିଛନ୍ତି ।

 

ଜିରୋ ଫିଲ୍ମ ବହୁ ଦିନ ଧରି ଚର୍ଚ୍ଚାରେ ରହିଆସିଛି । ଫିଲ୍ମରେ ଶାହାରୁଖଙ୍କୁ ବାମନ ଚରିତ୍ରରେ ଦେଖିବା ନିହାତି ଭାବରେ ଆକର୍ଷଣ ହେବ । ତାଙ୍କର ଏକ ଭିଡ଼ିଓ ସଙ୍ଗ ମଧ୍ୟ ସାମ୍ନାକୁ ଆସିଛି । କୁହାଯାଉଛି ଏହି ଫିଲ୍ମର ଟ୍ରେଲର ଶାହାରୁଖ ନିଜ ଜନ୍ମଦିନରେ ୨ ନଭେମ୍ବରକୁ ରିଲିଜ କରିବେ । ରିଲିଜ ପୂର୍ବରୁ ଶାହାରୁଖ ୨ଟି ପୋଷ୍ଟର ରିଲିଜ କରିଛନ୍ତି ।

 

ପୋଷ୍ଟରରେ


ଅନୁଷ୍କା ହ୍ୱିଲ ଚେୟାରରେ ବସିଥିବା ନଜର ଆସିଛନ୍ତି । ଏହା ମଧ୍ୟ କୁହାଯାଉଛିଯେ ଅନୁଷ୍କା ଦିବ୍ୟାଙ୍ଗ ଝିଅ ଚରିତ୍ରରେ ନଜର ଆସିବେ । ଏହା ପୂର୍ବରୁ ଦୁଇ ଜଣ ରବନେ ବନା ଦି ଯୋଡ଼ିରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More