ଚମକିଲା ଆସୀମଙ୍କ ଭାଗ୍ୟ! ବିଗ ବସ ପରେ ଏହି ଶୋ’ରେ ଆସିବେ ନଜର
‘ବିଗ ବସ ୧୩’ର ଲୋକପ୍ର୍ରିୟ ପ୍ରତିଯୋଗୀ ଆସୀମ ରିୟାଜଙ୍କ ଭାଗ୍ୟ ଏବେ ଚମକିବାରେ ଲାଗିଛି । ସୋସିଆଲ ମିଡିଆରେ ଆସୀମଙ୍କ ଫ୍ୟାନ ଫଲୋଇଙ୍ଗ ମଧ୍ୟ ବଢିବାରେ ଲାଗିଛି । ରିପୋର୍ଟ ଅନୁସାରେ ବିଗ ବସ୍ ପରେ ଆସୀମ ରିୟାଜ ଆଗାମୀ ବର୍ଷ ଖତରୋଁ କେ ଖିଲାଡୀ ୧୧’ରେ ଭାଗ ନେଇ ପାରନ୍ତି ।
View this post on Instagram
ବିଗ ବସ୍ ର ଏକ ଫ୍ୟାନ କ୍ଲବ ଅନୁସାରେ କଲର୍ସ ଚ୍ୟାନେଲ ଆସୀମ ରିୟାଜଙ୍କୁ ଖତରୋଁ କେ ଖୀଲାଡୀ ପାଇଁ ଆପ୍ରୋଚ କରିଛନ୍ତି । କହିରଖୁଛୁ ଯେ, ଖତରୋଁ କେ ଖିଲାଡୀ କଲର୍ସ ଟିଭିର ଖୁବ ଲୋକପ୍ରିୟ ଶୋ’ । ଏହି ଶୋ’କୁ ରୋହିତ ସେଟ୍ଟୀ ହୋଷ୍ଟ କରୁଛନ୍ତି ।