ସ୍କୁଲ ସମୟରେ କିପରି ଦେଖାଯାଉଥିଲେ ଆପଣଙ୍କର ପ୍ରିୟ ବଲିଉଡ କଳାକାର, ଆସନ୍ତୁ ଦେଖିବା ଫଟୋ
ଆପଣଙ୍କର ପ୍ରିୟ କଳାକାରଙ୍କୁ ଆପଣ ଭିନ୍ନ ଭିନ୍ନ ଚିରିତ୍ରରେ ଅଭିନୟ କରିଥିବାର ଦେଖିଥିବେ । କେତେବେଳେ ସ୍କୁଲ ଲାଇଫ ତ କେତେବେଳେ କଲେଜ ଲାଇଫ ଏପରି ଅନେକ ଭୂମିକାରେ ଅଭିନୟ କରିଥାନ୍ତି କଳାକାରମାନେ । ପ୍ରଶଂସକମାନେ ତାଙ୍କ ଅଭିନୟକୁ ପସନ୍ଦ କରିବା ସହିତ ତାଙ୍କ ଲାଇଫ ଷ୍ଟାଇଲ ବିଷୟରେ ମଧ୍ୟ ଜଣିବା ପାଇଁ ଉଚ୍ଛୁକ ଥାନ୍ତି । ତେବେ ଆପମଙ୍କ ପ୍ରିୟ କଳାକାର ସ୍କୁଲ ସମୟରେ କିପରି ଦେଖାଯାଉଥିଲେ ତାହା ଜାଣିବା ପାଇଁ ଆପଣଙ୍କ ମନରେ ନିଶ୍ଚୟ ଆଗ୍ରହ ଥିବ । ଆସନ୍ତୁ ଦେଖିବା ବଲିଉଡର କିଛି ଅଭିନେତ୍ରୀଙ୍କ ସ୍କୁଲ ସମୟର ଫଟୋ ।
ଅନୁଷ୍କା ଶର୍ମା ଆର୍ମୀ ସ୍କୁଲରୁ ନିଜର ପଢା ପୁରା କରିଛନ୍ତି । ଛୋଟ ବେଳେ ମଧ୍ୟ ଅନୁଷ୍କା ବହୁତ କ୍ୟୁଟ ଥିଲେ ।
ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପଡା ସ୍କୁଲ ଲାଇଫରେ ଏପରି ଦେଖାଯାଉଥିଲେ ।
ସେହିପରି ମାଧୁରୀ ଦୀକ୍ଷିତ ଡିୱାଇନ ଚାଇଲ୍ଡ ସ୍କୁଲରୁ ନିଜର ପଢା ପୁରା କରିଛନ୍ତି ।
ସ୍କୁଲ ସମୟରେ ଏପରି ଥିଲା କ୍ୟାଟ୍ରିନା କୈଫଙ୍କ ଲୁକ ।
ସ୍କୁଲ ସମୟରେ ଐଶ୍ୱର୍ଯ୍ୟ ଏପରି ଦେଖବାକୁ ଥିଲେ ।
ପରିଣିତି ଚୋପଡା