Only for Entertainment

ବକ୍ସ ଅଫିସରେ ଧମାଲ ମଚାଇବାରେ ଲଗାଇଛି ଆୟୁଶ୍ମାନ ଖୁରାନାଙ୍କ ଫିଲ୍ମ “ବଧାଇ ହୋ” !

36

ଦଶରା ବଜାରରେ ଆୟୁଷ୍ମାନ ଖୁରାନାଙ୍କୁ ମିଳିଲା ଭଲ ଓପନିଂ । ପ୍ରଥମ ଦିନରେ ଏହା ସାଢ଼େ ୭ କୋଟି ଟଙ୍କା ରୋଜଗାର କରିଥିବା ଜଣାପଡ଼ିଛି । ଫିଲ୍ମର ଜବରଦସ୍ତ କମେଡ଼ି ଓ କଥାବସ୍ତୁକୁ ଦର୍ଶକ ବେଶ ପସନ୍ଦ କରିଥିବା ଦେଖିବାକୁ ମିଳିଛି । ବଧାଇ ହୋ ଫିଲ୍ମର ମୁଖ୍ୟ ଭୂମିକାରେ ଆୟୁଷ୍ମାନ ଖୁରାନା ଅଭିନୟ କରିଛନ୍ତି ।

ବାହାହେବାକୁ ଚାହୁଁଥିବା ଜଣେ ଯୁବକ ଯେତେବେଳେ ଜାଣିବାକୁ ପାଏ ଯେ ତାର ମା’ ଗର୍ଭବତୀ ଅଛନ୍ତି, କିଭଳି ପ୍ରଭାବିତ ହୁଏ ତା’ର ମାନସିକତା ତାକୁ ନେଇ ଫିଲ୍ମର କାହାଣୀ । ଅନ୍ୟ ପଟେ ନମସ୍ତେ ଇଂଲଣ୍ଡ ସେତେ ଭଲ ବ୍ୟବସାୟ କରିପାରିନଥିବା କୁହାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More