Only for Entertainment

ବିଗବସ ଘରେ ପ୍ରବେଶ କରିବେ ପ୍ରିୟଙ୍କ ଶର୍ମା-ହିନା ଖାନ୍

aajtak
20

ସବୁ ସପ୍ତାହ ଭଳି ଏହି ସପ୍ତାହରେ ବିଗବସ ଖୁବ ଏଂଟରଟେନିଂ ଏବଂ ଧମାକାଦାର ହେବାକୁ ଯାଉଛି । ଶୋ’ରେ ଏହି ସପ୍ତାହରେ ବିଗବସ ୧୧ର ଚର୍ଚ୍ଚିତ ପ୍ରତିଯୋଗୀ ହିନା ଖାନ ଓ ପ୍ରିୟଙ୍କ ଶର୍ମା ପ୍ରବେଶ କରିବେ ।

ବାସ୍ତବରେ ପ୍ରିୟଙ୍କ ଶର୍ମା ଓ ହିନା ଖାନ ବିଗବସ ମଂଚରେ ତାଙ୍କ ଅପକମିଂ ଗୀତ ରାଂଝଣାକୁ ପ୍ରମୋଟ କରିବେ । ହିନା ଏବଂ ପ୍ରିୟଙ୍କଙ୍କୁ ଏକା ସାଙ୍ଗରେ ବିଗବସରେ ଦେଖିବାକୁ ମିଳିବ । କହିରଖୁଛୁ ଗତବର୍ଷ ହିନା ବିଗବସ ଘରକୁ ଅତିଥି ଭାବରେ ଆସିଥିଲେ ଏବଂ ପ୍ରତିଯୋଗୀ ମାନଙ୍କୁ କିଛି ଟାସ୍କ ଦେଇଥିଲେ । ଏବେ କିନ୍ତୁ ନିଜ ଗୀତକୁ ପ୍ରମୋଟ କରୁଥିବାର ନଜର ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More