Only for Entertainment

ବାହୁବଲୀ ନିର୍ଦ୍ଦେଶକ ରାଜାମୌଳୀଙ୍କ ପୁଅ ବିବାହ ପ୍ରସ୍ତୁତି ଆରମ୍ଭ , ନଜର ଆସିଲେ ଷ୍ଟାର ଦେଖନ୍ତୁ ଫଟୋ !

36

ବିବାହ ଋତୁ ଏବେ ପର୍ଯ୍ୟନ୍ତ ଶେଷ ହୋଇନାହିଁ । ଖବର ମିଳିଛି ଯେ ରାଜାମୌଲୀ ତାଙ୍କ ପୁଅ କାର୍ତ୍ତିକେୟଙ୍କ ବିବାହ କରିବାକୁ ଯାଉଛନ୍ତି । ଏହି ଶାନଦାର ବିବାହରେ ଅନେକ ଷ୍ଟାର ଜୟପୁରରେ ପଂହଚିବା ଆରମ୍ଭ କରିଦେଲେଣି ।

୩୦ଡିସେମ୍ବରରେ ଏହି ବିବାହ ହେବାକୁ ଯାଉଛି । ଏହି ବିବାହରେ ସବୁଠାରୁ ପ୍ରଥମେ ପହଂଚିଛନ୍ତି ସୁଷ୍ମିତା ସେନ । ସେ ତାଙ୍କ ଝିଅ ସହ ଏୟାରପୋର୍ଟରେ ନଜର ଆସିଥିଲେ ।

ଏୟାରପୋର୍ଟରେ ବାହୁବାଲୀ ଅଭିନେତା କିଛି ଏଭଳି ଅନ୍ଦାଜରେ ନଜର ଆସିଲେ । ସେ କିଛି ଦିନ ହେବ ସାହୋ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ତାଙ୍କ ସହ ଶ୍ରଦ୍ଧା କପୂର ନଜର ଆସିବେ ।

ଏହି ବିବାହ ପାଇଁ ଅନୁଷ୍କା ସେଟ୍ଟୀ ମଧ୍ୟ ଜୟପୁରରେ ପହଂଚିଛନ୍ତି । ନାଗାର୍ଜୁନ, ରାଣା ଡଗ୍ଗୁବତୀଙ୍କ ସହ ଅନ୍ୟ ଷ୍ଟାର ମଧ୍ୟ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More