Only for Entertainment

ପରିବାର ସହିତ ସେଲିବ୍ରେଟ କଲେ ଦୀପିକା,ସାମ୍ନାକୁ ଆସିଲା ଭିଡ଼ିଓ ।

instagram
23

ଦୀପିକା ଶୋ ଜିତିବା ପରେ ଖୁବ ଖୁସି ଅଛନ୍ତି ଏବଂ ପ୍ରତ୍ୟେକଟି ମୁହୂର୍ତ୍ତକୁ ମଧ୍ୟ ଉପଭୋଗ କରୁଛନ୍ତି ଯାହାର ପ୍ରମାଣ ପାଇପାରିବେ ଏହି ଭିଡ଼ିଓଟି ଦେଖିବା ପରେ । ଭିଡ଼ିଓରେ ସେ ତାଙ୍କ ପରିବାରକୁ କିଭଳି ମିସ କରୁଥିଲେ ତାହା କହୁଥିବା ନଜର ଆସିଛି ।ପ୍ରଶଂସକମାନେ ଭୋଟ ଦେଇ ତାଙ୍କୁ ‘ବିଗ୍‌ବସ୍‌-୧୨’ ଜିତାଇବା ପାଇଁ ସାହାଯ୍ୟ କରିଥିବା ହେତୁ ସେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More