Only for Entertainment

ଦୀପିକାଙ୍କ ମଥାରେ ସିନ୍ଦୁର, ଧର୍ମପତ୍ନୀଙ୍କୁ ବଡିଗାର୍ଡ ସାଜି ବଂଚାଇଲେ ଭିଡରୁ ରଣବୀର !

65

କିଛିଦିନ ହେବ ଚାରିଆଡେ ଚର୍ଚ୍ଚାରେ ରହି ଆସିଥିବା ଦୀପବୀରଙ୍କ ଯୋଡି ଇଟାଲୀରେ ବିବାହ ସମ୍ପନ୍ନ କରି ଆଜି ଭାରତ ଫେରିଛନ୍ତି । ଏୟାରପୋର୍ଟରେ ଏହି ଯୋଡିଙ୍କୁ ସ୍ପଟ କରାଯାଇଛି । ଦୀପିକା ମଥାରେ ସିନ୍ଦୁର ଲଗାଇଥିବା ନଜର ଆସିଛନ୍ତି । ଦେଖନ୍ତୁ ବିବାହ ପରେ ଭାରତକୁ ଫେରିବାର ପ୍ରଥମ ଫଟୋ –


ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ରଣବୀର ନିଜ ଧର୍ମପତ୍ନୀ ଦୀପିକାଙ୍କୁ ପ୍ରୋଟେକ୍ଟ କରି ନେଉଛନ୍ତି ।

ଏହି ଫଟୋରେ ରଣବୀର ସିଂ ଏବଂ ଦୀପିକା ଟ୍ରାଡିସନାଲ ଲୁକରେ ନଜର ଆସିଛନ୍ତି । ଭାରତରେ ପହଂଚି ଫ୍ୟାନ୍ସ ମାନଙ୍କ ସହ ଫଟୋ କ୍ଲିକ କରିଛନ୍ତି ଏବଂ ଫ୍ୟାନ୍ସମାନେ ମଧ୍ୟ ତାଙ୍କୁ ବିବାହ ଶୁଭେଚ୍ଛା ଜଣାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More