Only for Entertainment

କରୀନାଙ୍କ ସହିତ କଥା ହେବା ବେଳେ ଆଜି ବି ନର୍ଭସ ହୋଇଯାଏ : ଦିଲଜୀତ ଦୋସାଂଝା

Mid-Day
29

ଦିଲଦୀତ ଦୋସାଂଝା ଖୁବ କମ ସମୟରେ ବଲିଉଡରେ ନିଜର ଏକ ଭଲ ପରିଚୟ ସୃଷ୍ଟି କରିଛନ୍ତି । ରୋମାଣ୍ଟିକ ଡ୍ରାମା, କମେଡି, ବାୟୋପିକ ଭଳି ଭିନ୍ନ ଭିନ୍ନରେ ସେ ଅଭିନୟ କରିଛନ୍ତି । ୨୦୧୬ରେ ଦିଲଜୀତ ଅଭିନେତ୍ରୀ କରୀନା କପୁରଙ୍କ ସହିତ ଫିଲ୍ମ ଉଡତା ପଂଜାବରେ କାମ କରିଥିଲେ ।

ନିକଟରେ ଦିଲଜୀତ କରୀନା କପୁରଙ୍କ ସହିତ ନିଜର ବଂଣ୍ଡି ବିଷୟରେ ଏକ ଇଣ୍ଟରଭ୍ୟୁରେ ଖୁଲାସା କରିଛନ୍ତି । ଦିଲଜୀତ କହିଛନ୍ତି ଯେ, ସେ କରୀନାଙ୍କ ଠାରୁ ଖୁବ ପ୍ରଭାବିତ କାରଣ ସେ କିନା କଟରେ ସେ ସିନ ଦେଇଥାନ୍ତି । ଏହା ସହିତ ଦିଲଜୀତ କହିଥିଲେ, ସେ ଆଜି ମଧ୍ୟ କରୀନାଙ୍କ ସହିତ କଥା ଦେବା ବେଲେ ନର୍ଭସ ହୋଇଯାଆନ୍ତି ।

ଇଣ୍ଟରଭ୍ୟୁରେ ସେ ନିଜର ଆଗାମୀ ଫିଲ୍ମ ‘ଅର୍ଜୁନ ପଟିଆଲା’ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ଦିଲଜୀତ କହିଛନ୍ତି ଯେ, ସେ କମେଡି ଫିଲ୍ମ କମ କରିଛନ୍ତି କାରଣ ତାଙ୍କୁ ଅଧିକାଂଶ ସମୟରେ ସିରିଅସ ଡ୍ରାମା ଫିଲ୍ମ ମିଳିଥାଏ ଏହା ସହିତ ପଗଡି ନ କାଢିବାରୁ ତାଙ୍କ ପାଖରେ ବେଶୀ ବକଳ୍ପ ନଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More