Only for Entertainment

ମାନସିକ ଚିନ୍ତାରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଟିପ୍ସ ।

health 24
0 40

ବହୁ ସମୟରେ ଚିନ୍ତାରେ ରହିବା ଦ୍ୱାରା ଏହାର ପ୍ରଭାବ ପରିବାର ଉପରେ ପଡ଼ିଥାଏ । ସେଥିପାଇଁ ସେମାନେ ଡାକ୍ତରଙ୍କ ପରାମର୍ଶ କରିଥାନ୍ତି । କିନ୍ତୁ କୌଣସି ଫାଇଦା ହୋଇନଥାଏ । ତେବେ ଏସବୁ ହେବାର କାରଣ ହେଉଛି ବାସ୍ତୁ ଦୋଷ । ଯାହା ଦ୍ୱରା ମଣିଷ ଚିନ୍ତାଗ୍ରସ୍ତ ହୋଇଥାଏ । ଆସନ୍ତୁ ଜାଣିବା ।

ଶୋଇବା ଘରେ ମଦ ବ୍ୟବହାର କରିବା ଅନୁଚିତ । ଏହା ଦ୍ୱାରା ଚିନ୍ତା ବୃଦ୍ଧି ହୋଇଥାଏ । ଏହା ସହିତ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଦିଏ ।

ଘର ସବୁବେଳେ ହାଲକା ରଙ୍ଗର କରିବା ଉଚିତ ।

ରୋଷେଇ ଘରେ କଳା ରଙ୍ଗର ବ୍ୟବହାର କରିବା ଅନୁଚିତ । ସବୁବେଳେ ହାଲକା ରଙ୍ଗର ପଥର ବ୍ୟବହାର କରିବା ଉଚିତ ।

ରାତିରେ ଶୋଇବା ପୂର୍ବରୁ ରୋଷେଇ ଗରେ ଅଇଁଠା ବାସନ ରଖିବା ଅନୁଚିତ । ଏହା ଦ୍ୱାରା ଦରିଦ୍ରତା ବଢିଥାଏ ।

ଘରେ ଜାଲ ତିଆରି ହେବାକୁ ଦିଅନ୍ତୁ ନାହିଁ ।

ସକାଳର ପୂଜା ୬ରୁ ୮ଟା ମଧ୍ୟରେ କରିବା ଉଚିତ ।

ହାଲକା ରଙ୍ଗର ସୋଫା ବ୍ୟବହାର କରିବା ଉଚିତ ।
ତେବେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦେଲେ ଚିନ୍ତାଦି ସମସ୍ୟା ଦେଖାଯାଇନଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More