Only for Entertainment

ଇଣ୍ଡିଆଜ ନେକ୍ସଟ ଟପ ମଡେଲ୪ର ବିଜେତା ହେଲେ ଉର୍ବି ସେଟ୍ଟୀ, ଦେଖନ୍ତୁ ତାଙ୍କର କିଛି ଫଟୋ !

49

ଏମଟିଭିରେ ପ୍ରସାରିତ ହେଉଥିବା ରିଆଲିଟି ଶୋ’ ଇଣ୍ଡିଆଜ ନେକ୍ସଟ ଟପ ମଡେଲ୪ର ଗତକାଲି ସମାପ୍ତି ହୋଇ ଯାଇଛି, ଯେଉଁଥିରେ ବିଜେତା ହୋଇଛନ୍ତି ଉର୍ବି ସେଟ୍ଟୀ ।

ଏଠାରେ ଆମେ କହି ରଖୁଛୁ ଯେ ମୁମ୍ବାଇରେ ରହୁଥିବା ଉର୍ବି ଲଗାତାର ମଡେଲିଂ ଦୁନିଆରେ ଆକ୍ଟିଭ ଅଛନ୍ତି । ତାଙ୍କର ବୟସ ମାତ୍ର ୨୩ବର୍ଷ ।


ଏହି ଏପିସୋଡର ଶେଷ ଭାଗ ସିଙ୍ଗାପୁରରେ ରଖାଯାଇଥିଲା, ଯେଉଁଥିରେ ଉର୍ବିଙ୍କ ସହ ନିଶା ଯାଦବ ଏବଂ ରୌଶାଲୀ ଯାଦବ ମଧ୍ୟ ଫାଇନାଲରେ ଥିଲେ । ଉର୍ବି ମଡେଲିଂର ତ ମାହିର ଥିଲେ, ସେହିଭଳି ତାଙ୍କ ଏକ୍ସପ୍ରେସନ ମଧ୍ୟ ଦର୍ଶକଙ୍କ ମନକୁ ଜିତି ପାରିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More