Only for Entertainment

ନିର୍ବନ୍ଧ ସେରେମନିରେ ଦୁହେଁ ଦୁହିଁଙ୍କ ପ୍ରେମରେ ଡୁବିଲେ ପ୍ରିୟଙ୍କା -ନିକ, ଦେଖନ୍ତୁ ଫଟୋ !

0 68

ପ୍ରିୟଙ୍କା ଚୋପ୍ରା ଆଜି ନିକ ଜୋନସଙ୍କ ସହ ନିର୍ବନ୍ଧ କରୁଛନ୍ତି ଯାହା ଏବେ ସମସ୍ତଙ୍କ ନଜରରେ ଆସିଛି । ଆମେ ଆପଣଙ୍କୁ ଲଗାତାର ପ୍ରିୟଙ୍କା ନିକ ଏବଂ ପ୍ରିୟଙ୍କା ସେରେମନି ବିଷୟରେ ଶେୟାର କରୁଛୁ । ପ୍ରିୟଙ୍କା ଏବଂ ନିକଙ୍କ ଫ୍ୟାନ୍ସ ଏହି ଖବର ଜାଣିବା ପାଇଁ ବ୍ୟଗ୍ର ଥିବା ବେଳେ ସମସ୍ତେ ଜାଣିବା ପାଇଁ ଚାହାନ୍ତି ପ୍ରିୟଙ୍କା ତାଙ୍କର ଏହି ଖାସ ଦିନରେ କଣ ପିନ୍ଧିବେ ?

ପ୍ରିୟଙ୍କା ଏବଂ ନିକ ଟ୍ରାଡିସନାଲ ପୋଷାକ ପରିଧାନ କରି ନଜର ଆସିଛନ୍ତି । ସାମ୍ନାକୁ ଆସିଛି ପ୍ର୍ରିୟଙ୍କା ଏବଂ ନିକଙ୍କ ଫଟୋ । ଯେଉଁଥିରେ ପ୍ରିୟଙ୍କା ନଜର ଆସିଛନ୍ତି ହଳଦିଆ ରଂଗର ପୋଷାକରେ ଏବଂ ନିକ ଧଳା କୁର୍ତ୍ତା ଏବଂ ଚୁଡିଦାରରେ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More