Only for Entertainment

ବଲିଉଡର ପ୍ରଥମ ଫିଲ୍ମ ନିର୍ମାତା ଭାବେ ମ୍ୟୁଜିୟମରେ ପହଁଚିଲେ କରଣ ଜୋହର, ମ୍ୟାଡାମ ତୁଷାଦରେ ପାଇବେ ସ୍ଥାନ

bollywood tadka
0 36

ବଲିଉଡର ପପୁଲାର ଫିଲ୍ମ ନିର୍ମାତା କରଣ ଜୋହରଙ୍କର ମହମ ମୂର୍ତ୍ତି ଖୁବ ଶୀଘ୍ର ଦିଲ୍ଲୀର ମାଡାମ ତୁଷାଦ ମ୍ୟୁଡିୟମରେ ସ୍ଥାନ ପାଇବାକୁ ଯାଉଛି । କରଣଙ୍କ ପୂର୍ବରୁ ବଲିଉଡର ଅନେକ କଳାକାରଙ୍କ ମୂର୍ତ୍ତି ଏଠାରେ ସ୍ଥାନ ପାଇସାରଛିି ।

karan-ll

କରଣ ବଲିଉଡର ପ୍ରଥମ ଫିଲ୍ମ ନିର୍ମାତା ଭାବେ ଏହି ମ୍ୟୁଜିୟମରେ ସ୍ଥାନ ପାଇବାକୁ ଯାଉଛନ୍ତି । ଏଥିପାଇଁ ତାଙ୍କର ମାପ ମଧ୍ୟ ନିଆଯାଇଛି । କରଣ ନିଜର ସୋସିଆଲ ସାଇଟରେ ଏହି ବିଷୟରେ ସୂଚନା ଦେଇଥିଲେ । ସେ କହିଥଲେ ଯେ, ଏହି ପ୍ରସ୍ତାବ ସ୍ୱିକାର କରି ସମ୍ମାନୀତ ଅନୁଭବ କରୁଛି ।

karan

କରଣଙ୍କ ବ୍ୟତିତ ବଲିଉଡର ଅନେକ କଳାକାରଙ୍କ ମୂର୍ତ୍ତି ଏଠାରେ ସ୍ଥାନ ପାଇଛି । ଏମାନଙ୍କ ମଧ୍ୟରେ ଅମିତାଭ ବଚ୍ଚନ, ଐଶ୍ୱର୍ଯ୍ୟ ରାଏ ବଚ୍ଚନ, ସନୀ ଲିୟୋନ, କରୀନା କପୁର, କ୍ୟାଟ୍ରିନା କୈଫ, ସଲମାନ ଖାନ ଏବଂ ଶାହାରୁଖ ଖାନଙ୍କ ନାମ ସାମିଲ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More