Only for Entertainment

କୁଲ୍ଫି କୁମାର….ର ଆକ୍ଟର ମୋହିତ କେବଳ ରିଲ ନୁହେଁ ବରଂ ରିଅଲ ଲାଇଫରେ ମଧ୍ୟ ଝିଅକୁ ଖୁବ ଭଲପାଆନ୍ତି ।

aajtak
0 27

କୁଲ୍ଫି କୁମାର ବାଜେୱାଲା ଆକ୍ଟର ମୋହିତ ମଲ୍ଲିକ ରିଅଲ ଲାଇଫରେ ଝିଅର ବାପା ହେବା ପାଇଁ ଇଛା ରଖିଛନ୍ତି । ସେ ସିରିଅଲରେ ଜଣେ ରକଷ୍ଟାର ଏବଂ ଦୁଇଟି ଝିଅର ବାପା ଚରିତ୍ରରେ ନଜର ଆସୁଛନ୍ତି ।

 

ମୋହିତ ମଲ୍ଲିକ ଏବଂ ତାଙ୍କ ପତ୍ନ ଖୁବଶୀଘ୍ର ପରିବାର ବଢାଇବା ପାଇଁ ପ୍ଲାନିଂ କରୁଛନ୍ତି । ତାଙ୍କ କହିବା ଅନୁସାରେ ସେ ସବୁବେଳେ ଇଛା ରଖିଛନ୍ତି ଜଣେ ଝିଅର ବାପା ହେବା ପାଇଁ । କେବଳ ସେତିକି ନୁହେଁ ସେ ଏହା ମଧ୍ୟ କହିଛନ୍ତିଯେ ଶୋ’ରେ ଦୁଇଟି ପିଲାର ବାପା ହେବା ପରେ ସେ ଭାବୁଛନ୍ତିଯେ ସେ ଜଣେ ଭଲ ବାପା ହୋଇପାରିବେ । ତେବେ ନିଜକୁ ଆର୍ଥିକ ଭାବରେ ମଜବୁତ କରିବା ପରେ ସେ ସନ୍ତାନ ପ୍ଲାନିଂ କରିବାକୁ ଚାହାଁନ୍ତି । ସେ ସହରରେ ଦୁଇଟି କ୍ୟାଫେ ଖୋଲିଛନ୍ତି । ତେଣୁ ଏବେ ସେ ପରିବାରରେ ନୂଆ ସଦସ୍ୟର ଖର୍ଚ୍ଚ ଉଠାଇବା ପାଇର୍ ସମର୍ଥ ଅଛନ୍ତି ।

 

❤️ ! #justus

A post shared by Mohit Malik (@mohitmalik1113) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More