Only for Entertainment

ମୌନୀ ରୟଙ୍କ ଉପରେ ଚଢିଲା ମୁମ୍ବାଇ ବର୍ଷାର ଯାଦୁ, ସୋସିଆଲ ମିଡିଆରେ ଶେୟାର କଲେ ହଟ ଭିଡିଓ !

56

ଶୁକ୍ରବାର ସକାଳେ ମାୟାନଗରୀ ମୁମ୍ବାଇରେ ଝମାଝମ ବର୍ଷା କାରଣରୁ ପାଗ ମଜାଦାର ହୋଇଥିଲା । ବଲିଉଡ ଅଭିନେତ୍ରୀ ମୌନୀ ରୟଙ୍କ ଉପରେ ମଧ୍ୟ ମୁମ୍ବାଇ ବର୍ଷାର ଯାଦୁ ଚଢିଛି । ଅଭିନେତ୍ରୀ ସୋସିଆଲ ମିଡିଆରେ ଏକ ହଟ ଭିଡିଓ ଶେୟାର କରିଛନ୍ତି । ଭିଡିଓ ବିଷୟରେ କହିବାକୁ ଗଲେ ମୌନୀ ଖୁବ ବୋଲ୍ଡ ଲୁକରେ ନଜର ଆସିଛନ୍ତି । ସେ କଳା ରଂଗର ନାଇଟ ଡ୍ରେସ ପିନ୍ଧିଛନ୍ତି ଏବଂ ଖୁବ ସେକ୍ସି ନଜର ଆସିଛନ୍ତି । ସୋସିଆଲ ମିଡିଆରେ ୟୁଜର୍ସଙ୍କୁ ଏହି ଭିଡିଓ ଖୁବ ପସନ୍ଦ ଆସିଛି ।

ମୌନୀଙ୍କର ଏହି ଭିଡିଓକୁ ୬ଲକ୍ଷରୁ ଉଦ୍ଧ୍ୱର୍ ଲୋକ ଦେଖି ସାରିଲେଣି । ଦେଖନ୍ତୁ ଭିଡିଓ-

 

View this post on Instagram

 

Waking up to the rains creating music ….. How snuggly s the weather today :): ? @sashajairam

A post shared by mon (@imouniroy) on


ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ ମୌନୀ ଚଳିତ ବର୍ଷ ଅପ୍ରେଲ ମାସରେ ରିଲିଜ ହୋଇଥିବା ଫିଲ୍ମ ‘ର’ରେ ନଜର ଆସିଥିଲେ । ଫିଲ୍ମରେ ଜନ ଅବ୍ରାହାମ ଏବଂ ଜ୍ୟାକି ଶ୍ରଫ ମ୍ୟୁ ଭୂମିକାରେ ନଜର ଆସିଥିଲେ । ମୌନୀ ଆସନ୍ତା ବର୍ଷ ରିଲିଜ ହେବାକୁ ଥିବା ବ୍ରହ୍ମାସ୍ତ୍ରରେ ନଜର ଆସିବେ । ଏହି ଫିଲ୍ମରେ ଆଲିୟା ଭଟ୍ଟ, ରଣବୀର କପୂର ଏବଂ ଅମିତାଭ ବଚ୍ଚନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅୟାନ ମୁଖାର୍ଜୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More