Only for Entertainment

ନାଗିନ ଥ୍ରି: ମାହିର ବେଲାଙ୍କ ରୋମାନ୍ସ ଦେଖି ଲୋକ କହିଲେ ମଜା ଆସିଗଲା । ଦେଖନ୍ତୁ ଭାଇରାଲ ଭିଡ଼ିଓ ।

24

ସୁପରପାୱାର ଉପରେ ଆଧାରିତ ଶୋ ନାଗିନ ଥ୍ରିରେ ଏବେ ଭିନ୍ନ ମୋଡ଼ ଦେଖିବାକୁ ମିଳିଛି । ଟିଆରପି ଚାଟରେ ଶୋ ଭଲ ପ୍ରଦର୍ଶନ କରୁଛି । ଏବେ ଶୋ’ରେ ଦେଖିବାକୁ ମିଳୁଛିଯେ ବେଲାର ପ୍ରେମ ମାହିର ଫେରି ଆସିଛି । ମାହିରଙ୍କ ଫେରିବା ପରେ ଦର୍ଶକ ଖୁବ ଖୁସି ଅଛନ୍ତି । ଏହା ସହିତ ଭାଇରାଲ ହେଉଛି ମାହିର ଏବଂ ବେଲାଙ୍କ ରୋମାନ୍ସ ଭିଡ଼ିଓ । ଭିଡ଼ିଓ ଦେଖିବା ପରେ ଦର୍ଶକ ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଖାଉଛନ୍ତି ।

 

View this post on Instagram

 

Behir Upcoming ? @surbhijyoti @pearlvpuri #Behir #Naagin3 ?

A post shared by Naagin – Colors TV (@naagin_colours_tv) on

ଭିଡ଼ିଓରେ ଦେଖିବାକୁ ମିଳିଛିଯେ ମାହିର ଉପହାର ନେଇ ବେଲା ସାମ୍ନାକୁ ଆସିଛି । ମାହିରକୁ ଦେଖି ବେଲା ଭାବ ବିହ୍ୱଳ ହୋଇ ଯାଉଛି । ଏହାପରେ ଦୁଇଜଣଙ୍କ ମଧ୍ୟରେ କେତେ କଥାବାର୍ତ୍ତା ହେଉଛି ।

 

View this post on Instagram

 

#naagin3 #weekend #loveintheair @colorstv @surbhijyoti @chloejferns @pearlvpuri

A post shared by M.A.D (@muktadhond) on

ଦୁଇଜଣଙ୍କ ରୋମାନ୍ସ ଦେଖି ସୋସିଆଲ ମିଡିଆରେ ଫ୍ୟାନ୍ସ କମେଂଟ ବର୍ଷା କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More