ଖ୍ରୀଷ୍ଟମାସ ୱିକରେ ରିଲିଜ ହେବ ଶାହାରୁଖଙ୍କ ଫିଲ୍ମ ଜିରୋ । ଶାହାରୁଖଙ୍କ ଜନ୍ମଦିନରେ ରିଲିଜ ହୋଇଥିଲା ଫିଲ୍ମର ଟ୍ରେଲର । ଏବେ ଫିଲ୍ମର ଏକ ନୂଆ ଗୀତ ରିଲିଜ ହୋଇଥିଲା । ଗୀତର ନାମ ହେଉଛି ହୁସନ ପରଚମ ।ଏହା ଏକ ଆଇଟମ ଗୀତ ।ଫିଲ୍ମ ଠଗ୍ସ ଅଫ ହିନ୍ଦୋସ୍ତାନ ପରେ ପୁଣିଥରେ ଏହି ଫିଲ୍ମ ମାଧ୍ୟମରେ ଦର୍ଶକ କ୍ୟାଟ୍ରିନାଙ୍କ ବୋଲ୍ଡ ଅବତାର ଦେଖିବାକୁ ପାଇବେ ।
କହିରଖୁଛୁଯେ ଫିଲ୍ମରେ ଶାହାରୁଖଙ୍କୁ ବାମନ ଅବତାରରେ ଦେଖିବାକୁ ମିଳିବ । ତେବେ ଏହି ଗୀତକୁ ଶାହାରୁଖ ତାଙ୍କ ଟ୍ୱିଟର ଆକାଉଂଟରେ ଏହି ଗୀତକୁ ଶେୟାର କରିଛନ୍ତି ।