Only for Entertainment

ବୟଫ୍ରେଣ୍ଡ ରଣବିର୍ ଏବଂ ତାଙ୍କ ପରିବାର ସହିତ ନୂଆ ବର୍ଷ ପାଳନ କଲେ ଆଲିଆ ଭଟ୍ଟ

India
6

ନିଜ ର‌୍ୟୁମର୍ ବୟଫ୍ରେଣ୍ଡ ଏବଂ ତାଙ୍କ ପରିବାର ସହ ନବ ବର୍ଷ ପାଳନ କରିଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ । ଆଲିଆ, ରଣବୀର୍ କପୁର ଏବଂ ତାଙ୍କ ପରିବାର ସହ ନ୍ୟୁ ଇୟର୍ ପାଳନ କରିଛନ୍ତି । ଏହି ସମୟର ଏକ ଫଟୋକୁ ରଣବିରଙ୍କ ମାଆ ନିତୁ କପୁର୍ ନିଜ ସୋସିଆଲ୍ ମିିଡିଆରେ ସେୟାର୍ କରିଛନ୍ତି । ଫଟୋରେ ଋଷି କପୁର୍, ନିତୁ କପୁର୍, ତାଙ୍କ ଝିଅ ରିଧିମା ଓ ଜୋଇଁ, ରଣବୀର୍ ଓ ଆଲିଆ ଏବଂ ନାତୁଣି ସମାରାଙ୍କୁ ଦେଖିବାକୁ ମିଳିଛି । ଏହି ଫଟୋକୁ ଦେଖି ଲାଗୁଛି ରଣବିର୍ ଓ ଆଲିଆ ନିଜ ସମ୍ପର୍କକୁ ଅଫିସିଆଲ୍ କରିସାରିଛନ୍ତି ।

 

 

View this post on Instagram

 

A post shared by Riddhima Kapoor Sahni (@riddhimakapoorsahniofficial) on

 

View this post on Instagram

 

❤️❤️❤️❤️

A post shared by Riddhima Kapoor Sahni (@riddhimakapoorsahniofficial) on

ୱାର୍କଫିଟ ବିଷୟରେ କହିବାକୁ ଗଲେ ଆଲିଆ ଏବଂ ରଣବୀର ଖୁବ ଶୀଘ୍ର ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଏକା ସହିତ ନଜର ଆସିବେ । ଫିଲ୍ମରେ ରଣବୀର ଆଲିଆଙ୍କ ବ୍ୟତିତ ଅମିତାଭ ବଚ୍ଚନ, ମୌନି ରୟ ପରି କଳାକରା ନଜର ଆସିବେ । ଫିଲ୍ମ ୨୦୧୯ରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More