Only for Entertainment

ହନିମୁନରେ ଲିପଲକ କରୁଥିବାର ନଜର ଆସିଲେ ସୁଷ୍ମିତା ସେନଙ୍କ ଭାଇ ।

58

ନବ ବିବାହିତ ଯୋଡ଼ି ରାଜୀବ-ଚାରୁ ବିବାହ ପରେ ଥାଇଲ୍ୟାଣ୍ଡର ରୋମାଂଟିକ ଲୋକେସନରେ ମିନି ହନିମୁନ ଉପଭୋଗ କଲେ । ଦୁଇଜଣ ଏବେ ହନିମୁନରେ କ୍ୱାଲିଟି ସମୟ ବିତାଇ ଫେରିଛନ୍ତି ।

ସୁଷ୍ମିତାଙ୍କ ଭାଇ ରାଜୀବ ଏବଂ ଭାଉଜ ଚାରୁ ନିକଟରେ ସୋସିଆଲ ମିଡିଆରେ କେତେକ ରୋମାଂଟିକ ଫଟୋ ଶେୟାର କରିଛନ୍ତି । ତେବେ କପଲଙ୍କ ଏହି ରୋମାଂଟିକ ଫଟୋ ସୋସିଆଲ ସାଇଟରେ ଭାଇରାଲ ହେଉଛି ।

ଫଟୋରେ ଦୁଇଜଣଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଅଧିକାଂଶ ଫଟୋରେ ଦୁଇଜଣ ଲିପଲକ କରୁଥିବାର ନଜର ଆସିଛନ୍ତି ।

କହିରଖୁଛୁ ରାଜୀବ ସେନ ଏବଂ ଚାରୁ ଅସୋପା ୧୬ ଜୁନକୁ ଗୋଆରେ ବିବାହ କରିଛନ୍ତି ।

ବିବାହରେ କେବଳ ଘନିଷ୍ଠ ବନ୍ଧୁ ଏବଂ ପରିବାରବର୍ଗ ପହଂଚିଥିଲେ । ବିବାହ ରାଜସ୍ଥାନୀ ଏବଂ ବେଙ୍ଗଲି ରୀତିନୀତିରେ ପାଳନ ହେଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More