Only for Entertainment

ପୁଣି ଥରେ ‘ଦିଲବର’ ଗୀତରେ ଝୁମିଲେ ନୋରା ଫତେହି !

livehindustan
0 53

ଦିଲବର ଗୀତରେ ପୁଣି ଥରେ ଝୁମିଲେ ନୋରା ଫତେହୀ । ଫ୍ୟାନ ମାନଙ୍କୁ ଶିଖେଇଲେ ଡାନ୍ସ । ଜନ ଆବ୍ରାହମଙ୍କ ଫିଲ୍ମ ସତ୍ୟମେବ ଜୟତେ ର ଏକ ଗୀତ ଦିଲବର ଦିଲବର ଏବେ ଲୋକଙ୍କ ଅତି ପ୍ରିୟ ହେଇସାରିଲାଣି । ୧୯୯୯ ରେ ଆସିଥିବାର ଫିଲ୍ମ ‘ସିର୍ଫ ତୁମ’ର ଏହି ମ୍ୟୁଜିକ ଖୁବ ପପୁଲାର ହେଇଥିଲା ଯାହାର ରିମିକ୍ସ ସଂଗ ହେଉଛି ଏହି ଗୀତ । ଏଥିରେ ନୋରା ଫତେହି ଏକ ଜବରଦସ୍ତ ଡାନ୍ସ ଅବଦାରରେ ନଜର ଆସିଛନ୍ତି । । ଏଥିରେ ନୋରାଙ୍କ ଲଟକ ଝଟକ,, ଠୁମକା, ଏକ୍ସପ୍ରେସନ କାଫି ପସନ୍ଦ ଆସିଛି ଦର୍ଶକଙ୍କୁ । ଖାସ କରି ଏଥିରେ ନୋରାଙ୍କ ବେଲି ଡାନ୍ସ କମାଲ କରିଛି ।

ଏହାମଧ୍ୟରେ ଏବେ ଇଂଟରନେଟରେ ନୋରାଙ୍କର ଆଉ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଠି ନୋରା ଫତେହି ଲୋକଙ୍କୁ ଦିଲବର ଦିଲବର ଡାନ୍ସର ବିଟ ବିଟ ଷ୍ଟେପ ବତାଉଛନ୍ତି । ଏଥିରେ ନୋରା ସମସ୍ତଙ୍କୁ କହିବାକୁ ଚାହୁଁଛନ୍ତିି ଯେ କଠିନ ଲାଗୁଥିବା ଡାନ୍ସ କୁ କେମିତି ଦୁଇ ତିନୋଟି ଷ୍ଟେପରେ ପୁରା କରିହେବ । ଫିଲ୍ମ ପରମାଣୁୂରେ ନୋରା କମାଲ ଦେଖାଇବା ପରେ ଏବେ ଜନଙ୍କ ସହିତ ଫିଲ୍ମ ସତ୍ୟମେବ ଜୟତେରେ ପର୍ଦାରେ କରିବେ କମାଲ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More