Only for Entertainment

ଆଜି ରିଲିଜ୍‌ : ‘ମନର ମାନସୀ’ , ଦେଖନ୍ତୁ ଏହାର ଟ୍ରେଲର ।

youtube
0 43

ଆଜି ପରଦାକୁ ଆସୁଛି ଯୋଗେନ୍ଦ୍ର କୁମାର ସାହୁଙ୍କ ପ୍ରଯୋଜିତ ପ୍ରଥମ ଓଡ଼ିଆ ଛବି ‘ମନର ମାନସୀ’ । ଏହାକୁ ‘ଏ’ ସାର୍ଟିଫିକେଟ୍ ମିଳିଥିବା ଜଣାଯାଇଛି। ଏଥିରେ ନବାଗତ ବିଭାସ, ନବାଗତା ସୋନାଲି , କେ କେ,ପ୍ରଜ୍ଞା ଏବଂ ଅଜିତ ଦାସ ପ୍ରମୁଖ ଲିଡ଼୍ ରୋଲରେ ଅଛନ୍ତି। ସଚ୍ଚିଦାନନ୍ଦ ସାମଲ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

ଏହି ‘ମନର ମାନସୀ’ ଚଳଚିତ୍ର ଏ ବର୍ଷ ଓଲିଉଡ ସିନେ ଜଗତର ଚତୁର୍ଥ ଚଳଚିତ୍ର ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More