ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଗୁରୁବାର ୭୨ ତମ କାନ୍ସ ଫେଷ୍ଟିଭାଲର ରେଡ କାର୍ପେଟରେ ଡେବ୍ୟୁ କରିଥିଲେ । ପ୍ରିୟଙ୍କା ପ୍ରଥମେ ଗ୍ଲିଟର ଗାଉନରେ ନଜର ଆସିଥିଲେ ପରେ ଗ୍ଲାମ ରସ ହ୍ୱାଇଟ ଡ୍ରେସରେ । ଅନ୍ୟପକ୍ଷରେ ଶୁକ୍ରବାର ପ୍ରିୟଙ୍କା ପତି ନିକ ଜୋନସଙ୍କ ସହିତ ଏହି ଫେଷ୍ଟିଭାଲରେ ପହଁଚିଥିଲେ ।
ଫଟୋରେ ପ୍ରିୟଙ୍କା ହାଇ ନେକ ଲେଭେଣ୍ଡର ଡ୍ରେସରେ ଷ୍ଟାଇ ଲିସ ଅନ୍ଦାଜରେ ନଜର ଆସିଥିଲେ । ଏହି ଡ୍ରେସ ସହିତ ମିନିମଲ ମେକଅପ ସହିତ ବ୍ରାଉନ ଲିପଷ୍ଟିକରେ ପ୍ରିୟଙ୍କା ନିଜ ଲୁକକୁ କମ୍ପଲିଟ କରିଥିଲେ ।
ସେହିପରି ନିକଙ୍କ ଲୁକ ବିଷୟରେ କହିବାକୁ ଗଲେ ସେ ଫର୍ମାଲ ସୁଟରେ ନଜର ଆସିଥିଲେ । ଏହି କପଲ କ୍ୟାମେରାକୁ ପୋଜ ଦେବା ସହିତ ଦୁହିଁଙ୍କ ଜବରଦସ୍ତ ବଣ୍ଡିଂ ଦେଲଖିବାକୁ ମିଳିଥିଲା ।