Only for Entertainment

କାନ୍ସ ୨୦୧୯ : ରେଡ କାର୍ପେଟରେ ପତି ନିକଙ୍କ ସହ ଛାଇଲେ ପ୍ରିୟଙ୍କା, ଲେଭେଣ୍ଡର ଡ୍ରେସରେ ଦେଖିବାକୁ ମିଳିଲା ଗ୍ଲାମରସ ଅନ୍ଦାଜ

bollywood tadka
10

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଗୁରୁବାର ୭୨ ତମ କାନ୍ସ ଫେଷ୍ଟିଭାଲର ରେଡ କାର୍ପେଟରେ ଡେବ୍ୟୁ କରିଥିଲେ । ପ୍ରିୟଙ୍କା ପ୍ରଥମେ ଗ୍ଲିଟର ଗାଉନରେ ନଜର ଆସିଥିଲେ ପରେ ଗ୍ଲାମ ରସ ହ୍ୱାଇଟ ଡ୍ରେସରେ । ଅନ୍ୟପକ୍ଷରେ ଶୁକ୍ରବାର ପ୍ରିୟଙ୍କା ପତି ନିକ ଜୋନସଙ୍କ ସହିତ ଏହି ଫେଷ୍ଟିଭାଲରେ ପହଁଚିଥିଲେ ।

pc

ଫଟୋରେ ପ୍ରିୟଙ୍କା ହାଇ ନେକ ଲେଭେଣ୍ଡର ଡ୍ରେସରେ ଷ୍ଟାଇ ଲିସ ଅନ୍ଦାଜରେ ନଜର ଆସିଥିଲେ । ଏହି ଡ୍ରେସ ସହିତ ମିନିମଲ ମେକଅପ ସହିତ ବ୍ରାଉନ ଲିପଷ୍ଟିକରେ ପ୍ରିୟଙ୍କା ନିଜ ଲୁକକୁ କମ୍ପଲିଟ କରିଥିଲେ ।

ସେହିପରି ନିକଙ୍କ ଲୁକ ବିଷୟରେ କହିବାକୁ ଗଲେ ସେ ଫର୍ମାଲ ସୁଟରେ ନଜର ଆସିଥିଲେ । ଏହି କପଲ କ୍ୟାମେରାକୁ ପୋଜ ଦେବା ସହିତ ଦୁହିଁଙ୍କ ଜବରଦସ୍ତ ବଣ୍ଡିଂ ଦେଲଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More