Only for Entertainment

ଏକାସହ ନଜର ଆସିବେ ବଲିଉଡ ଏବଂ ଟଲିଉଡର ଏହି ଅଭିନେତା !

india
0 38

ଫିଲ୍ମ ଜଗତର ୨ସୁପରଷ୍ଟାର ସ୍କ୍ରିନରେ ଦେଖିବା ପାଇଁ ଦର୍ଶକ ଖୁବ ଉତ୍ସାହର ଅପେକ୍ଷା କରିଥାଆନ୍ତି । ଆଗରୁ ମଧ୍ୟ ଏହିଭଳି ସ୍କ୍ରିନରେ ନଜର ଆସିଛନ୍ତି ଏବଂ ଦର୍ଶକ ଏହାକୁ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ଏଥର ରଣବୀର ସିଂ ଏବଂ ମହେଶ ବାବୁ ଏକାସହ ରୂପେଲି ପରଦାରେ ନଜର ଆସିବେ ।

ମାତ୍ର ଦୁହେଁ କୌଣସି ଫିଲ୍ମରେ ନୁହଁନ୍ତି ବରଂ ଏକ ଟିଭି କମର୍ସିଆଲରେ ଏକାସହ ନଜର ଆସିବେ । ଏକଥା ନିଶ୍ଚିତ ଯେ ଦୁହିଁଙ୍କୁ ଦେଖିବା ଲାଗି ଦର୍ଶକ ଖୁବ ଉତ୍ସୁକ ଥାଆନ୍ତି । ରଣବୀର ସିଂ ଏବଂ ମହେଶ ବାବୁ ଏଖ ପପୁଲାର ସଫ୍ଟ ଡ୍ରିଙ୍କ ବ୍ରାଣ୍ଡରେ ଏକାସହ ନଜର ଆସିବେ ।
ଏହି କମର୍ସିଆଲର ଫଟୋ ଆସିବା ସାମ୍ନାକୁ ଆସିବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଏବେ ସମସ୍ତଙ୍କୁ ଏହି କମର୍ସିଆଲର ରିଲିଜର ଅପେକ୍ଷା ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More