Only for Entertainment

ତୈମୁରଙ୍କ ବଡ଼ ଭାଇ ସ୍ୱିମିଙ୍ଗ ପୁଲରେ କଲେ ଏଭଳି କାମ,ଲୋକ କହିଲେ ଲାଜ ଲାଗିବା ଉଚିତ ।

amarujala
0 41

ସୈଫଙ୍କ ପୁଅ ତ୍ରେମୁରତ ମିଡିଆରେ ଛାଇ ଯାଇଛନ୍ତି । ତାଙ୍କ ଝଲକ ଦେଖିବା ପାଇଁ ଫ୍ୟାନ୍ସ ଖୁବ ଅପେକ୍ଷା କରିଥାନ୍ତି । କିନ୍ତୁ ସୈଫଙ୍କ ବଡ଼ ପୁଅ ଇବ୍ରାହିମ ଖୁବ କମ ନଜର ଆସନ୍ତି । କିନ୍ତୁ ସେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ । ଏହା ସହିତ ସେ ତାଙ୍କର ଫଟୋ ମଧ୍ୟ ସେୟାର କରନ୍ତି ।

ନିକଟରେ ସେ ଏକ ଫଟୋ ସେୟାର କରିଛନ୍ତି ଏବଂ ଲେଖିଛନ୍ତି ସମୟ କହିବ । ତେବେ ତାଙ୍କୁ ଦେଖିବା ପରେ ଲଗୁଛି ସେ ସୈଫଙ୍କ କାର୍ବନ କପି । ଫଟୋରେ ସେ ସ୍ୱିମିଙ୍ଗ ପୁଲରେ ନଜର ଆସିଛନ୍ତି । ହାତରେ ସେ ଏକ ବିୟର କେନ ଧରିଛନ୍ତି । ଯେଉଁଥିପାଇଁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି ।

ଇବ୍ରାହିମଙ୍କ ଫଟୋ ଦେଖିବା ପରେ ଲୋକ ତାଙ୍କୁ ବହୁତ କିଛି ଶୁଣାଇଛନ୍ତି । ତେବେ ଇଦ ଉପଲକ୍ଷେ ମଦ ପିଉଥିବାରୁ ଲାଜ ଲାଗୁନାହିଁ ବୋଲି ମଧ୍ୟ କିଛି ୟୁଜର ପଚାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More