ସଲମାନଙ୍କୁ ଛାଡ଼ି ଡାକ୍ତର ଗୁଲାଟୀଙ୍କ ସହିତ ପୋଜ ଦେଲେ କ୍ୟାଟ୍ରିନା ।
ବଲିଉଡ ଆକ୍ଟର ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ ଭାରତର ସୁଟିଂ ଶେଷ ହୋଇଯାଇଛି । ଏହି ସୁଯୋଗରେ ଗତ ରାତିରେ ଏକ ପାର୍ଟି ରଖାଯାଇଥିଲା । ଯେଉଁଠାରେ କ୍ୟାଟ୍ରିନାଙ୍କ ଭଉଣୀ ଇସାବେଲ ମଧ୍ୟ ପହଂଚିଥିଲେ ।
ଫିଲ୍ମର ଷ୍ଟାରକାଷ୍ଟ ସଲମାନ ଖାନ, କ୍ୟାଟ୍ରିନା, ଦିଶା ପାଟନୀ, ତବୁ, ଭୂମି ପେଡନେକରଙ୍କ ସମେତ ସୁନିଲ ଗ୍ରୋଭର ମଧ୍ୟ ପହଂଚିଥିଲେ ।
ପାର୍ଟିରେ ସଲମାନଙ୍କୁ ଛାଡ଼ି କ୍ୟାଟ୍ରିନା ଡାକ୍ତର ଗୁଲାଟୀ ମାନେ ସୁନିଲ ଗ୍ରାଭରଙ୍କ ସହିତ ଫଟୋରେ ପୋଜ ଦେଉଥିବାର ନଜର ଆସିଛନ୍ତି ।