Only for Entertainment

ସଂଜୁ ଫିଲ୍ମ ରିଲିଜ ହେବା ପୂର୍ବରୁ ରାଣବିରଙ୍କର ଉଡିଲା ନିଦ, କାରଣ ହେଉଛନ୍ତି ହଲିଉଡର ଏହି ସୁପରଷ୍ଟାର ।

youtube
0 69

ନିର୍ଦ୍ଦେଶକ ରାଜୁ ହୀରାନୀ ସଂଜୟ ଦତ୍ତଙ୍କ ବାୟୋପିକ “ସଞ୍ଜୁ”କୁ ଶୁକ୍ରବାର ହଲିଉଡ ସୁପରଷ୍ଟାର ସିଲବେଷ୍ଟରଙ୍କ ଟକ୍କର ମିଳିବାକୁ ଯାଉଛି । ସଞ୍ଜୟ ଦତ୍ତ ଏବଂ ତାଙ୍କ ଭୁମିକା ତୁଲାଉଥିବା ରାଣବିର କପୂର ଯେତେ ଲୋକପ୍ରିୟ ହେଲେ ମଧ୍ୟ ସିଲବେଷ୍ଟର ଭାରତରେ କମ ଲୋକପ୍ରିୟ ନୁହଁନ୍ତି ।

ଖାସ କଥା ହେଉଛି ଚଳିତ ବର୍ଷ ହଲିଉଡ଼ ଫିଲ୍ମ ବଲିଉଡ ଫିଲ୍ମକୁ ବକ୍ସ ଅଫିସରେ ଜୋରଦାର ଟକ୍କର ଦେଇଛି । ତେବେ ଶୁକ୍ରବାର ସିଲାବେଷ୍ଟର ଙ୍କ ଫିଲ୍ମ ‘ଏସ୍କେପ ପ୍ଲାନ-୨’ ରିଲିଜ ହେବାକୁ ଯାଉଛି ।

ସିଲାବେଷ୍ଟରଙ୍କ ଇମେଜ କୁ ମେଳ ଖାଉଥିବା ଏହା ଏକ ଆକ୍ସନ ଫିଲ୍ମ ଅଟେ । ଖାସକରି ଏହି ଫିଲ୍ମ ମହାନଗରୀ କୁ କଡା ଟକ୍କର ଦେଇ ପାରେ ବୋଲି ଅନୁମାନ ଲଗାଯାଉଛି ।ସଞ୍ଜୁ ରେ ସଞ୍ଜୟ ଦତ୍ତ ଙ୍କ ଜୀବନ ଘଟଣା ଦର୍ଶକ ଦେଖିବାକୁ ଯାଉଥିବା ବେଳେ ‘ଏକ୍ସେପ ପ୍ଲାନ’ରେ ଦର୍ଶକଙ୍କୁ ଜବରଦସ୍ତ ଆକ୍ସନ ସହ ଆଡ଼ବେଞ୍ଚର ଏବଂ ସସପେନ୍ସ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More