Only for Entertainment

କାର୍ତ୍ତିକଙ୍କ ସହିତ ଲଙ୍ଗ ଡ୍ରାଇଭରେ ବାହାରିଲେ ସାରା, ହେଲମେଟ ନ ପିନ୍ଧି ହେଲେ ଟ୍ରୋଲ ।

bollywood tadka
39

ନିକଟ ଅତୀତରେ ବଲିଉଡରେ ପାଦ ରଖିଥିବା ସାରା ଅଲି ଖାନ ଏବଂ ଆକ୍ଟର କାର୍ତ୍ତିକ ଆର‌୍ୟନ ଏବେ ଖୁବ ଚର୍ଚ୍ଚାରେ । ଅଧିକାଂଶ ସମୟରେ ଦୁଇଜଣଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖିବାକୁ ମିଳୁଛି । ଫଟୋକୁ ନେଇ ଲୋକ ବିଭିନ୍ନ ପ୍ରକାରର କମେଂଟ କରୁଛନ୍ତି । ନିକଟରେ ଦୁଇଜଣଙ୍କର ଏକ ଭିଡ଼ିଓ ଖୁବ ଭଇରାଲ ହେଉଛି, ଯେଉଁଥିରେ ଦୁଇ ଜଣ ବାଇକରେ ବସିଥିବାର ନଜର ଆସିଛନ୍ତି । କିନ୍ତୁ ହେଲମେଟ ନପିନ୍ଧିଥିବାରୁ ସାରା ଟ୍ରୋଲର୍ସଙ୍କ ଟ୍ରୋଲର ଶୀକାର ହୋଇଛନ୍ତି ।

କହିରଖୁଛୁଯେ ଏହି ଦୁଇ ତାରକା ଦିଲ୍ଲୀରେ ନିଜର ଆଗାମୀ ଫିଲ୍ମ ଲଭ ଆଜ କଲ ଟୁ’ର ସୁଟିଂ କରୁଛନ୍ତି । ଏହା ପୂର୍ବରୁ ସାରା ସିମ୍ବା ଏବଂ କାର୍ତ୍ତିକଙ୍କ ସୋନୁ କେ ଟିଟୁ କି ସ୍ୱିଟି ବକ୍ସ ଅଫିସରେ ସୁପରହିଟ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More